Home ଓଡ଼ିଶା ସୁରକ୍ଷା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ଆତଙ୍କବାଦୀ ପୋଲିସ୍ ଗୁଳିରେ ମୃତ ଓଡ଼ିଶାଜାତୀୟ ସୁରକ୍ଷା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ଆତଙ୍କବାଦୀ ପୋଲିସ୍ ଗୁଳିରେ ମୃତ By Bureau - June 22, 2019 82 Total0 0 0 0 0ଜାମ୍ମୁ କାଶ୍ମୀର ୨୨-୬ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ବାରମୁଲ୍ଲାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି ଏବଂ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜଣେ ଆତଙ୍କବାଦୀ ପୋଲିସ୍ ଗୁଳିରେ ନିହତ ହୋଇଛି। ବର୍ତ୍ତମାନ ସେହି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରୀ ରହିଛି। Tweet Total0 0 0 0 0