Home Coronavirus Outbreak ସିଏସଆଇଆର-ସିଏମଇଆରଆଇ, ଦୁର୍ଗାପୁର ପକ୍ଷରୁ କୋଭିଡ-୧୯ ମୁକାବିଲା ଲାଗି ବିଶୋଧକ ପାଦଚଲା ମାର୍ଗ ଓ ରୋଡ ସାନିଟାଇଜର...

ସିଏସଆଇଆର-ସିଏମଇଆରଆଇ, ଦୁର୍ଗାପୁର ପକ୍ଷରୁ କୋଭିଡ-୧୯ ମୁକାବିଲା ଲାଗି ବିଶୋଧକ ପାଦଚଲା ମାର୍ଗ ଓ ରୋଡ ସାନିଟାଇଜର ୟୁନିଟ

346

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ସାରା ବିଶ୍ବରେ ନୋଭେଲ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତୀୟ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ଏସ ଆଣ୍ଡ ଟି ସମାଧାନ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ଦୁର୍ଘପୁରରେ ଥିବା ସିଏସଆଇଆରର ପ୍ରମୁଖ ଇଞ୍ଜିନିୟରିଂ ଲାବ ପକ୍ଷରୁ ସିଏସଆଇଆର-ସେଣ୍ଟ୍ରାଲ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରଯୁକ୍ତି ଏବଂ ଉତ୍ପାଦ ବିକଶିତ କରାଯାଇଛି ଯାହା ଭୂତାଣୁ ମୁକାବିଲାରେ ସହାୟକ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.