Home ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟ ରେ ଯୋଗଦେବେ ଆର୍ ପି ଶର୍ମା

ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟ ରେ ଯୋଗଦେବେ ଆର୍ ପି ଶର୍ମା

170

ଭୁବନେଶ୍ୱର, ୮ା୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଆର.ପି.ଶର୍ମା । ଡିଜିପି ପଦ ଛାଡ଼ିବା ସହ ନିଜ କାର୍ଯ୍ୟ ରେ ଆଜି  ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗ ଦେଇଛନ୍ତି। ତେବେ ଏନେଇ ଅଗଷ୍ଟ ୬ରେ ଶର୍ମାଙ୍କ ନାଁ ସୁପାରିସ କରିଥିଲା ଚୟନ କମିଟି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.