Home Coronavirus Outbreak ଲକ୍ ଡାଉନ୍ ସମୟରେ କଣ କରୁଛନ୍ତି ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣା; ଦେଖନ୍ତୁ ଭିଡିଓ ..

ଲକ୍ ଡାଉନ୍ ସମୟରେ କଣ କରୁଛନ୍ତି ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣା; ଦେଖନ୍ତୁ ଭିଡିଓ ..

1255

ମୁମ୍ବାଇ: ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ଭିତରେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ (କିଶୁ) ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଗୋଟିକରେ ସେ ତାଙ୍କ ପ୍ରେମିକ ଇବନ୍ ହାୟାମସ୍ ଉପରେ ନିଜ ଶରୀରକୁ ସନ୍ତୁଳିତ କରୁଥିବା ନଜର ଆସିଛନ୍ତି। ଦୂତୀୟ ଭିଡିଓଟିରେ କିଶୁ ବାଲକୋନୀରେ ବିକିନି ପିନ୍ଧି ସୂର୍ଯ୍ୟ କିରଣ (ସନ୍ ବାଥ୍) ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ପୋଷ୍ଟର କ୍ୟାପସନରେ କୃଷ୍ଣ ଶ୍ରଫ ଲେଖିଛନ୍ତି, “ଆମ ପାଖକୁ ଆସୁଥିବା ଯେ କୌଣସି ପରିସ୍ଥିତିରେ ଉନ୍ନତି ଆଣିବାକୁ ଚେଷ୍ଟା କର। ଆଶା କରୁଛି ଆପଣ ସମସ୍ତେ ନିଜ ଘରେ ଅଛନ୍ତି। ଶରୀର ଏବଂ ମନକୁ ସୁସ୍ଥ ଏବଂ ଖୁସି ରଖନ୍ତୁ।” /- ଦେବଦତ୍ତ

https://www.instagram.com/p/B-MtmXDAUFs/?igshid=146z8934xk862

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.