Home Top News ମନ୍ଦ ପାଞ୍ଚୁଥିଲେ ମହିଳା, ନିଜେ ପାନେ ପାଇଲେ – ଭିଡ଼ିଓ

ମନ୍ଦ ପାଞ୍ଚୁଥିଲେ ମହିଳା, ନିଜେ ପାନେ ପାଇଲେ – ଭିଡ଼ିଓ

93

କଥାରେ ଅଛି, ଯେ’ ପାଞ୍ଚେ ପରମନ୍ଦ ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଅର୍ଥାତ ଆପଣ କାହାକୁ ଗୋଡ଼ି ଟିଏ ଫୋପାଡ଼ିଥିଲେ ଆପଣଙ୍କ ପାଇଁ ପଥର ଟିଏ ଭଗବାନ ସଜାଡ଼ି ରଖିଛନ୍ତି ବୋଲି କୁହାଯାଇଥାଏ। ଏହାର ପ୍ରତ୍ୟକ୍ଷ ପ୍ରମାଣ ଏହି ଭିଡ଼ିଓରୁ ମିଳିପାରିବ। ଏହି ଭିଡ଼ିଓଟିରେ ଜଣେ ଯୁବତୀ ଅନ୍ୟ ଜଣେ ଯୁବକ ଯିଏକି ଏକ ବାଇକରେ ଯାଉଥିବା ସମୟରେ ଗୋଡ଼ରେ ଲାତ ମାରି ଯୁବକଙ୍କୁ ପକେଇବାକୁ ଚେଷ୍ଟା କରୁଥିବା ସମୟରେ ଲାତ ହୁଏତ ଯୁବକଙ୍କ ବାଇକରେ ବାଜୁନାହିଁ କିମ୍ବା ବାଜିଲେ ମଧ୍ୟ ଯୁବକଙ୍କର କୌଣସି କ୍ଷତି ହେଉନାହିଁ। କିନ୍ତୁ ଅପର ପକ୍ଷରେ ଯୁବତୀ ଜଣକ ସ୍କୁଟି କିମ୍ବା ବାଇକ୍ ରୁ ଖସିପଡ଼ୁଛନ୍ତି। ଏହାର ଭିଡ଼ିଓ କୌଣସି ଜଣେ ବ୍ୟକ୍ତି ପଛରୁ ସୁଟିଂ କରୁଛନ୍ତି। ତେବେ ଏହି ଭିଡ଼ିଓଟି ଆପଣ ଦେଖନ୍ତୁ ଏବଂ ଆପଣ ଏହା ଉପରେ ନିଜର ମନ୍ତବ୍ୟ ଦେଇପାରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.