ad
ଆନ୍ତର୍ଜାତୀୟ

ଭାରତ ଓ ଚୀନ ମଧ୍ୟ ରେ ଏମ୍ ଓ ୟୁ ସ୍ବାକ୍ଷରିତ

ନୂଆଦିଲ୍ଲୀ,୧୨ା୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ) : ଆଜି ଭାରତ-ଚୀନ ବୈଦେଶିକ ମନ୍ତ୍ରୀସ୍ତରୀୟ ସାଂସ୍କୃତିକ ବିନିମୟ ଆଲୋଚନା ହୋଇଛି । ଉଭୟ ଦେଶ ମଧ୍ୟରେ ୪ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ କୈଳାସ ମାନସରୋବର ଯାତ୍ରାକୁ ପରିବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଉଭୟ ଦେଶ ମଧ୍ୟରେ ଆୟୋଜିତ ହେବ ୧୦୦ଟି କାର୍ଯ୍ୟକ୍ରମ । ସାଂସ୍କୃତିକ ଭାବ ବିନିମୟ ପାଇଁ ଆଜିଠୁ ଆରମ୍ଭ ହେବ ଚଳଚ୍ଚିତ୍ର ସପ୍ତାହ । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ସୂଚନା ଦେଇଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top