Home ଓଡ଼ିଶା ବିପଦପୂର୍ଣ୍ଣ ଭାବେ ସମୁଦ୍ରରେ ସ୍ନାନ କରୁଛନ୍ତିି ପର୍ଯ୍ୟଟକ

ବିପଦପୂର୍ଣ୍ଣ ଭାବେ ସମୁଦ୍ରରେ ସ୍ନାନ କରୁଛନ୍ତିି ପର୍ଯ୍ୟଟକ

191

ପୁରୀ,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷାରେ ପୁରୀ ସହରର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏବେ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି। ସମୁଦ୍ର ସଂପୁର୍ଣ୍ଣ ଅଶାନ୍ତ ରହିବା ସହିତ ସ୍ୱର୍ଗଦ୍ୱାର ସମ୍ମୁଖ ଭାଗକୁ ବଡ଼ ବଡ଼ ଢ଼େଉ ମାଡ଼ି ଆସୁଛି।

ତେବେ ଗତ ଦୁଇଦିନ ହେବ ସମୁଦ୍ରର ଏଭଳି ଭୟଙ୍କର ରୂପ ଦେଖିବାକୁ ମିଳିଥିବା ବେଳେ ପର୍ଯ୍ୟଟକ ମାନେ ବିପଦପୂର୍ଣ୍ଣ ଭାବେ ଏଠାରେ ସ୍ନାନ କରୁଛନ୍ତି । ଯାହା ଫଳରେ କୌଣସି ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.