ad
ଆନ୍ତର୍ଜାତୀୟ

ବହୁତ ଜଲଦି ଲଞ୍ଚ ହେବ ଫ୍ଲାଇଙ୍ଗ କାର୍

ନୂଆଦିଲ୍ଲୀ, ୬/୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏବେ ଏପରି ଏକ କାର୍ ଲଞ୍ଚ ହେବାକୁ ଯାଉଛି ଯାହା ଉଡ଼ିବ ଏହି ଉଡ଼ନ୍ତା କାରର କିଛି ଫଟୋ ସାମନାକୁ ଆସିଛି। ଏହି କାରକୁ ଜାପାନର ଏକ କମ୍ପାନୀ ନିର୍ମାଣ  କରୁଛି। ଏହାର ଝଲକ ଗତକାଲି ସାମନାକୁ ଆସିଛି।

ଏହି କାରର ପରୀକ୍ଷଣ ସମୟରେ ଯେଉଁ ଫଟୋ ସାମନାକୁ ଆସିଛି ସେଥିରେ ପାଖାପାଖି ୧୦ଫୁଟ ଉଚ୍ଚ ଯାଏଁ ଉଡ଼ୁଥିବା ଦେଖାଯାଇଛି।କାରର ଲୁକ୍ କଥା କହିବା ଯଦି କାରଟି ଏକ ଡ୍ରୋନ୍ ଭଳି ଲାଗୁଛି। ଉଡ଼ିବା ପାଇଁ ଏଥିରେ ୪ଟି ପଙ୍ଖା ଲଗାଯାଇଛି। କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ଆମେରିକାରେ ଉବେର ମଧ୍ୟ ଏୟାର ଟ୍ୟାକ୍ସି ଉପରେ କାମ କରୁଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top