ad
ଓଡ଼ିଶା

ବନ୍ୟା ଯୋଗୁଁ ଦେଖିବାକୁ ମିଳୁଛି ଅନେକ କୁମ୍ଭୀର

କଟକ,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମୁଣ୍ଡୁଳି ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ। ଭରା ନଈରେ ଦେଖାଯାଇଛନ୍ତି ବହୁ ସଂଖ୍ୟାରେ କୁମ୍ଭୀର। ବନ୍ୟା ସ୍ରୋତରେ ଏମାନେ ଭାସି ଆସିଛନ୍ତି ଅନୁମାନ କରାଯାଉଛି। ଏତେ ସଂଖ୍ୟାରେ କୁମ୍ଭୀର ଦେଖାଯିବା ନେଇ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top