ad
କୋରାପୁଟ

ବଦଳିଲେ କୋରାପୁଟ ଜିଲ୍ଲାପାଳ ;ଡା. ପୋମା ଟୁଡୁ ହେବେ କୋରାପୁଟ ଜିଲ୍ଲାପାଳ

କୋରାପୁଟ ; ତା୨୧-୦୬-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କୁ ରାଜ୍ୟ ସରକାର ବଦଳି କରିଥିବା ଜଣାପଡିଛି ।କେ.ସୁଦର୍ଶନ ଚକ୍ରବର୍ତିଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ଜଣାପଡିଛି ।ନୂଆପଡାର ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ଜନାପଡିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top