Home କୋରାପୁଟ ବଦଳିଲେ କୋରାପୁଟ ଜିଲ୍ଲାପାଳ ;ଡା. ପୋମା ଟୁଡୁ ହେବେ କୋରାପୁଟ ଜିଲ୍ଲାପାଳ

ବଦଳିଲେ କୋରାପୁଟ ଜିଲ୍ଲାପାଳ ;ଡା. ପୋମା ଟୁଡୁ ହେବେ କୋରାପୁଟ ଜିଲ୍ଲାପାଳ

128

କୋରାପୁଟ ; ତା୨୧-୦୬-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କୁ ରାଜ୍ୟ ସରକାର ବଦଳି କରିଥିବା ଜଣାପଡିଛି ।କେ.ସୁଦର୍ଶନ ଚକ୍ରବର୍ତିଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ଜଣାପଡିଛି ।ନୂଆପଡାର ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ଜନାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.