Home ଓଡ଼ିଶା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ, ୫ ଆହତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ, ୫ ଆହତ

301

ଚାନ୍ଦବାଲି,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଚାନ୍ଦବାଲି ବ୍ଲକ ଘଟେଶ୍ବର ବଜାରରେ ଦୂର୍ଗା ମଣ୍ଡପ ନିକଟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ତେବେ ଏହି ଗୋଷ୍ଠୀ ସଂଘର୍ଷର କାରଣ ପୂର୍ବ ଶତ୍ରୁତା ବୋଲି ଜଣାପଡିଛି । ତେବେ ସୂଚନା ଅନୁସାରେ, ସଣ୍ଡଗଡାରୁ ଆସିଥବା ୩ ଜଣ ଲୋକଙ୍କ ସହ ସ୍ଥାନୀୟ ଅଂଚଳରେ ୨ଜଣ ଲୋକ ପାଟିତୁଣ୍ଡ ସୋଇଥିଲା । ପରେ ଝିମିଟି ଖେଳରୁ ମହାଭାରତ ପରି ଏହା ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଆଉ ଦୁଇ ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.