Home ଓଡ଼ିଶା ପରଲୋକରେ ଜୟପାଲ

ପରଲୋକରେ ଜୟପାଲ

87

ହାଇଦ୍ରାବାଦ, ୨୮/୮, (ଓଡ଼ିଆ ପୁଅ /ପଙ୍କଜି ନାୟକ): ବରିଷ୍ଠ କଂଗ୍ରେସ ନେତା ଏସ୍‌ଜୟପାଲ୍‌ରେଡ୍ଡୀଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ କିଛି ଦିନ ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିସ୍ଛା ହେଉଥିଲେ। ମାତ୍ର ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ଗତ କିଛି ଦିନ ଧରି ସେ ନିମୋନିଆରେ ଆକ୍ରାନ୍ତ ଥିଲେ ଏବଂ ଗାଚିବାଓଲିସ୍ଥିତ ଏସିଆନ୍‌ଇନ୍‌ଷ୍ଟିଚ୍ୟୁଟ୍‌ଅଫ୍‌ଗ୍ୟାଷ୍ଟ୍ରୋ-ଏଣ୍ଟେରୋଲଜି ଠାରେ ଚିକିତ୍ସିତ ହେଉଥିଲେ। ଶନିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ ଘଟିବାରୁ ସେ ରାତି ୧: ୨୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.