ad
ଓଡ଼ିଶା

ପତାକା ଉତ୍ତୋଳନ କଲେ ମୋଦି

ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଦେଶ ପାଳୁଛି ୭୩ତମ ସ୍ୱାଧୀନତା ଦିବସ। ଏଥିପାଇଁ ଗାଁ ଠାରୁ ସହର ଓ ରାଜ୍ୟ ଯାଏଁ ସବୁଠି ବନ୍ଦେ ମା ତରମ ଓ ଜନଗଣ ମନ ଅଧିନାୟକ ଧ୍ବନି ଶୁଣିବାକୁ ମିଳୁଛି ।

ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ମିଳିତ ପରେଡରେ ଅଭିବାବଦନ ଗ୍ରହଣ କରିଛନ୍ତି। ତାପୂର୍ବରୁ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ। ତାପୂର୍ବରୁ ଟ୍ଵିଟ୍‌ କରି ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top