Home କୋରାପୁଟ ନିୟୁ ଲାଇଫ ଫର ଓଡିଶା ଅନୁଷ୍ଠାନ ଆନୁକୁଲ୍ୟରେ ସେମିଲିଗୁଡାରେ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ନିୟୁ ଲାଇଫ ଫର ଓଡିଶା ଅନୁଷ୍ଠାନ ଆନୁକୁଲ୍ୟରେ ସେମିଲିଗୁଡାରେ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

51

କୋରାପୁଟ ୩୦-୧୨(ଓଡିଆ ପୁଅ /ରଂଜନ ଦାସ)ସେମିଲିଗୁଡାଠାରେ ନିୟୁ ଲାଇଫ ଫର ଓଡିଶା ଅନୁଷ୍ଠାନ ଆନୁକୁଲ୍ୟରେ ବଡଦିନ ଓ ବର୍ଷର ବିଦାୟ ଉପଲକ୍ଷେ  ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଅନୁଷ୍ଠାନର କୋ-ଫାଉଣ୍ଡର ନିର୍ଦ୍ଦେଶକ ତନୁଜା କ୍ଷେତ୍ରୀୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ  ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ଧଡକା,ସମାଜସେବୀ ବି.କରୁଣାକର,ବିପୁଳ ଟାକ୍ରୀ ପ୍ରମୁଖ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମରେ ସଲୋମନ ପାଙ୍ଗୀ,ଆକାଶ ଖରା,କିରଣ ଖୋସଲା,ଏଲ.ଶ୍ରୀହରିଆ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.