Home Coronavirus Outbreak ଦେଶରେ ପୁଣି ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ ନୂଆ...

ଦେଶରେ ପୁଣି ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪୬ ମୃତ, ୧୨.୬% ବୃଦ୍ଧି

46

ନୂଆ ଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ଦେଶରେ ପୁଣି ପ୍ରବଳ ବଢ଼ିଲାକରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨.୬% ବୃଦ୍ଧି ହୋଇଛି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୭,୨୩,୬୧୯ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୨.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୫,୦୦,୧୭୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୬,୫୬୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୬.୬୨% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୭,୦୭,୭୨୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧,୩୩,୦୦୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୮୩୯୩୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୨.୦୩%

ଆରୋଗ୍ୟ ହୋଇଛନ୍ତି ୯୬.୬୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୧, ୯୪, ୦୫, ୯୫୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୯, ୬୦, ୯୭୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୯, ୧୫, ୭୫, ୩୫୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୫୨, ୭୧୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୨୨ ୭୬୯୯ ୪୦ ୧୨୯
ଆନ୍ଧ୍ରପ୍ରଦେଶ ୪୭୭୪ ୨୦୬୨୫୮୦ ୧୪୦ ୧୪୫୦୫
ଅରୁଣାଚଳ ପ୍ରଦେଶ ୨୨୨ ୫୫୦୫୪ ୨୮୨
ଆସାମ ୬୪୩୪ ୬୧୪୧୨୬ ୪୪୮ ୬୧୮୧
ବିହାର ୧୬୮୯୮ ୭୧୬୪୦୧ ୪୩୫ ୧୨୧୦୧
ଚଣ୍ଡିଗଡ଼ ୨୩୬୪ ୬୪୯୭୭ ୯୬ ୧୦୮୦
ଛତିଶଗଡ ୧୫୪୬୪ ୯୯୪୨୩୪ ୧୦୨ ୧୩୬୧୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୮୯ ୧୦୬୯୪
ଦିଲ୍ଲୀ ୬୦୭୩୩ ୧୪୬୩୮୩୭ ୧୦୧୭୯ ୨୫୧୬୦ ୧୭
୧୦ ଗୋଆ ୯୨୦୯ ୧୭୭୧୬୮ ୨୬୧ ୩୫୩୨
୧୧ ଗୁଜୁରାଟ ୨୭୯୧୩ ୮୨୪୧୬୩ ୧୨୬୩ ୧୦୧୨୮
୧୨ ହରିୟାଣା ୧୮୩୨୧ ୭୬୫୭୫୮ ୮୦୫ ୧୦୦୭୨
୧୩ ହିମାଚଳ ପ୍ରଦେଶ ୩୧୪୮ ୨୨୫୦୫୫ ୧୬୦ ୩୮୮୨
୧୪ ଜାମ୍ମୁ କାଶ୍ମୀର ୩୫୩୧ ୩୩୬୫୮୧ ୧୩୫ ୪୫୪୦
୧୫ ଝାଡଖଣ୍ଡ ୨୩୩୨୮ ୩୪୯୦୭୪ ୧୨୦୮ ୫୧୭୦
୧୬ କର୍ଣ୍ଣାଟକ ୪୯୬୩୧ ୨୯୬୩୯୫୭ ୯୦୧ ୩୮୩୭୦
୧୭ କେରଳ ୩୫୬୦୧ ୫୨୦୦୩୫୦ ୨୩୯୦ ୪୯୫୯୧ ୪୪
୧୮ ଲଦାଖ ୩୪୦ ୨୨୦୦୦ ୩୦ ୨୨୧
୧୯ ଲକ୍ଷଦୀପ ୧୦୩୬୮ ୫୧
୨୦ ମଧ୍ୟପ୍ରଦେଶ ୬୮୪୨ ୭୮୩୯୪୭ ୨୩୪ ୧୦୫୩୭
୨୧ ମହାରାଷ୍ଟ୍ର ୨୦୫୯୭୩ ୬୫୭୨୪୩୨ ୧୫୩୫୧ ୧୪୧୬୩୯ ୧୨
୨୨ ମଣିପୁର ୪୬୯ ୧୨୩୬୭୬ ୧୨ ୨୦୧୧
୨୩ ମେଘାଳୟ ୩୯୪ ୮୩୩୫୫ ୧୦ ୧୪୮୫
୨୪ ମିଜୋରାମ ୪୬୧୨ ୧୪୦୮୭୨ ୨୭୦ ୫୬୧
୨୫ ନାଗାଲାଣ୍ଡ ୮୧ ୩୧୪୮୬ ୭୦୩
୨୬ ଓଡ଼ିଶା ୧୫୭୮୪ ୧୦୪୬୬୧୭ ୩୮୬ ୮୪୬୮
୨୭ ପୁଡୁଚେରୀ ୧୨୫୦ ୧୨୭୫୯୦ ୧୯ ୧୮୮୨
୨୮ ପଞ୍ଜାବ ୧୬୩୪୩ ୫୮୮୪୦୧ ୧୪୪ ୧୬୬୭୫ ୧୦
୨୯ ରାଜସ୍ଥାନ ୧୯୪୬୭ ୯୪୭୭୩୮ ୩୫୮ ୮୯୭୨
୩୦ ସିକ୍କିମ୍ ୨୧୮ ୩୨୦୯୨ ୪୦୯
୩୧ ତାମିଲନାଡୁ ୫୧୩୩୫ ୨୭୧୨୦୯୬ ୧୮୦୮ ୩୬୮୫୫ ୧୨
୩୨ ତେଲେଙ୍ଗାନା ୧୩୫୨୨ ୬୭୬୪୬୬ ୩୩୦ ୪୦୪୨
୩୩ ତ୍ରିପୁରା ୮୦୩ ୮୪୩୦୩ ୨୩ ୮୩୦
୩୪ ଉତ୍ତରାଖଣ୍ଡ ୪୧୧୮ ୩୩୯୩୪୩ ୫୪୮ ୭୪୨୪
୩୫ ଉତ୍ତରପ୍ରଦେଶ ୨୫୯୭୪ ୧୬୮୮୬୪୮ ୨୫୩ ୨୨୯୨୮
୩୬ ପଶ୍ଚିମବଙ୍ଗ ୭୮୧୧୧ ୧୬୫୭୦୩୪ ୮୨୧୩ ୧୯୯୦୧ ୧୮
ମୋଟ ୭୨୩୬୧୯ ୩୪୫୦୦୧୭୨ ୪୬୫୬୯ ୪୮୩୯୩୬ ୧୪୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.