Home Coronavirus Outbreak ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮୩,୮୭୬ ନୂଆ ଆକ୍ରାନ୍ତ...

ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮୩,୮୭୬ ନୂଆ ଆକ୍ରାନ୍ତ ଚିହ୍ନଟ, ୮୯୫ ମୃତ

52

ନୂଆ ଦିଲ୍ଲୀ ୭-୨ (ଓଡ଼ିଆ ପୁଅ) ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮୩,୮୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୧,୦୮,୯୩୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୨.୬୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୦୬,୬୦,୨୦୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୯୯,୦୫୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୬.୧୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୨,୭୨,୦୧୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୧୬,୦୭୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୯୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୨,୮୭୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୨.୬୨%

ଆରୋଗ୍ୟ ହୋଇଛନ୍ତି ୯୬.୧୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୯, ୬୩, ୮୦, ୭୫୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୪, ୭୦, ୦୫୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୪, ୧୫, ୬୧, ୫୮୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୫୬, ୩୬୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୯୯ ୯୫୮୭ ୩୪ ୧୨୯
ଆନ୍ଧ୍ରପ୍ରଦେଶ ୬୯୫୭୨ ୨୨୧୯୨୧୯ ୧୧୮୫୫ ୧୪୬୬୪
ଅରୁଣାଚଳ ପ୍ରଦେଶ ୧୫୯୯ ୬୧୫୮୯ ୨୫୯ ୨୯୧
ଆସାମ ୯୭୦୧ ୭୦୫୧୧୮ ୨୪୭୧ ୬୫୬୧ ୧୨
ବିହାର ୨୪୫୧ ୮୧୨୬୨୫ ୭୬୧ ୧୨୨୩୬
ଚଣ୍ଡିଗଡ଼ ୧୫୭୧ ୮୮୦୦୫ ୪୩୯ ୧୧୩୯
ଛତିଶଗଡ ୧୬୬୦୮ ୧୧୦୮୬୩୦ ୧୨୪୧ ୧୩୯୩୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୯୬ ୧୧୨୯୮
ଦିଲ୍ଲୀ ୮୮୬୯ ୧୮୦୯୦୮୧ ୨୫୦୬ ୨୫୯୮୩ ୧୪
୧୦ ଗୋଆ ୪୬୬୪ ୨୩୪୦୩୪ ୮୨୬ ୩୭୪୦
୧୧ ଗୁଜୁରାଟ ୪୪୬୧୮ ୧୧୪୪୯୫୬ ୧୦୨୭୩ ୧୦୬୬୭ ୧୯
୧୨ ହରିୟାଣା ୧୪୧୩୬ ୯୪୦୩୩୨ ୨୯୯୫ ୧୦୩୯୫
୧୩ ହିମାଚଳ ପ୍ରଦେଶ ୬୨୮୦ ୨୬୬୧୯୯ ୭୨୨ ୪୦୪୩ ୧୧
୧୪ ଜାମ୍ମୁ କାଶ୍ମୀର ୧୭୪୧୨ ୪୨୪୫୨୧ ୪୩୯୩ ୪୭୧୫
୧୫ ଝାଡଖଣ୍ଡ ୨୬୧୬ ୪୨୩୬୯୮ ୫୪୩ ୫୩୧୧
୧୬ କର୍ଣ୍ଣାଟକ ୯୭୮୧୪ ୩୭୫୮୯୯୭ ୧୯୮୦୦ ୩୯୩୪୭ ୪୭
୧୭ କେରଳ ୩୩୦୧୦୫ ୫୮୮୩୦୨୩ ୪୯୨୬୧ ୫୮୨୫୫ ୫୧୫
୧୮ ଲଦାଖ ୯୮୭ ୨୫୭୨୯ ୧୫୯ ୨୨୬
୧୯ ଲକ୍ଷଦୀପ ୧୫୨ ୧୧୦୧୨ ୩୬ ୫୨
୨୦ ମଧ୍ୟପ୍ରଦେଶ ୪୪୭୭୮ ୯୫୦୩୧୩ ୮୩୭୩ ୧୦୬୬୨
୨୧ ମହାରାଷ୍ଟ୍ର ୧୨୨୦୧୫ ୭୫୩୮୬୧୧ ୨୫୧୭୫ ୧୪୩୦୭୪ ୬୬
୨୨ ମଣିପୁର ୩୭୮୬ ୧୨୯୦୧୩ ୨୦୪ ୨୦୬୩
୨୩ ମେଘାଳୟ ୧୪୬୨ ୮୯୨୯୩ ୩୩୬ ୧୫୪୬
୨୪ ମିଜୋରାମ ୧୪୦୦୬ ୧୭୧୨୫୬ ୧୫୦୭ ୬୨୩
୨୫ ନାଗାଲାଣ୍ଡ ୬୯୮ ୩୩୪୧୫ ୭୨ ୭୪୩
୨୬ ଓଡ଼ିଶା ୨୦୧୦୧ ୧୨୩୭୯୭୬ ୩୬୨୪ ୮୭୩୪ ୨୩
୨୭ ପୁଡୁଚେରୀ ୪୧୫୨ ୧୫୮୦୮୬ ୭୫୬ ୧୯୪୮
୨୮ ପଞ୍ଜାବ ୧୦୩୫୧ ୭୨୪୨୧୪ ୨୬୯୨ ୧୭୪୩୬ ୨୮
୨୯ ରାଜସ୍ଥାନ ୪୫୮୯୩ ୧୧୮୯୯୧୦ ୯୭୫୨ ୯୩୭୯
୩୦ ସିକ୍କିମ୍ ୬୧୩ ୩୭୬୨୮ ୧୦୦ ୪୩୫
୩୧ ତାମିଲନାଡୁ ୧୨୧୮୨୮ ୩୨୫୧୨୯୫ ୨୩୧୪୪ ୩୭୭୫୯ ୨୬
୩୨ ତେଲେଙ୍ଗାନା ୨୬୪୯୮ ୭୪୬୯୩୨ ୩୯୪୪ ୪୧୦୦
୩୩ ତ୍ରିପୁରା ୭୪୮ ୯୮୯୯୭ ୧୫୦ ୯୧୮
୩୪ ଉତ୍ତରାଖଣ୍ଡ ୧୬୪୦୯ ୪୦୫୫୧୨ ୧୪୪୭ ୭୬୧୮
୩୫ ଉତ୍ତରପ୍ରଦେଶ ୨୮୧୫୬ ୧୯୯୩୦୪୩ ୭୧୧୭ ୨୩୩୧୮ ୧୫
୩୬ ପଶ୍ଚିମବଙ୍ଗ ୧୭୯୯୪ ୧୯୬୭୦୫୫ ୨୦୮୩ ୨୦୮୨୩ ୩୪
ମୋଟ ୧୧୦୮୯୩୮ ୪୦୬୬୦୨୦୨ ୧୯୯୦୫୪ ୫୦୨୮୭୪ ୮୯୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.