Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୫,୩୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪୮୩...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୫,୩୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪୮୩ ମୃତ୍ୟୁ

71

ନୂଆ ଦିଲ୍ଲୀ ୨୩-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୫,୩୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୦୫,୫୧୩ କୁ ହ୍ରାସ ପାଇଛି।
ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୩୦% ଅଟେ।
ସମଗ୍ର ଦେଶରେ ସମୁଦାୟ ୩,୦୪,୬୮,୦୭୯ ଆରୋଗ୍ୟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୩୮,୭୪୦ ରୋଗୀ ସୁସ୍ଥ ହୋଇଛନ୍ତି।
ଆରୋଗ୍ୟ ହାର ୯୭.୩୬% କୁ ବୃଦ୍ଧି ପାଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୨୯୩୦୬୨ କୁ ବୃଦ୍ଧି ପାଇଛି।
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩୮୮୧ ଜଣ।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୮୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୧୯୪୭୦ କୁ ବୃଦ୍ଧି ପାଇଛି।
ସକ୍ରୀୟ ଆକ୍ରାନ୍ତ ୧.୩୦%
ଆରୋଗ୍ୟ ହୋଇଛନ୍ତି ୯୭.୩୬%
ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୧୪% ରେ ଅଛି।
କ୍ରମାଗତ ୩୨ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୨.୧୨% ରେ, ୩% ରୁ କମ୍।
ଟିକାକରଣ
ଦେଶରେ ମୋଟ ଟିକାକରଣ ୪୨, ୩୪, ୧୭, ୦୩୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୪, ୭୬, ୪୨୩
ପରୀକ୍ଷଣ
ଦେଶରେ ମୋଟ ପରୀକ୍ଷଣ ୪୫, ୨୯, ୩୯, ୫୪୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୬, ୬୮, ୫୬୧
ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୯ ୭୩୭୭ ୧୨୯
ଆନ୍ଧ୍ରପ୍ରଦେଶ ୨୩୫୭୧ ୧୯୧୧୮୧୨ ୨୧୯୯ ୧୩୨୦୯ ୧୨
ଅରୁଣାଚଳ ପ୍ରଦେଶ ୪୩୯୮ ୪୦୧୦୨ ୪୬୮ ୨୦୮
ଆସାମ ୧୬୨୦୫ ୫୩୨୯୪୦ ୨୨୬୨ ୫୦୭୬ ୨୨
ବିହାର ୫୯୭ ୭୧୩୯୯୮ ୫୪ ୯୬୩୫
ଚଣ୍ଡିଗଡ଼ ୩୪ ୬୧୦୭୩ ୮୦୯
ଛତିଶଗଡ ୩୨୪୧ ୯୮୪୦୧୫ ୩୫୯ ୧୩୫୦୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୩୬ ୧୦୫୮୪
ଦିଲ୍ଲୀ ୫୮୫ ୧୪୧୦୦୯୫ ୨୯ ୨୫୦୪୦
୧୦ ଗୋଆ ୧୩୭୬ ୧୬୫୭୦୦ ୧୨୯ ୩୧୨୩
୧୧ ଗୁଜୁରାଟ ୩୭୦ ୮୧୪୧୬୨ ୫୩ ୧୦୦୭୬
୧୨ ହରିୟାଣା ୭୬୫ ୭୫୯୨୮୭ ୪୭ ୯୬୧୩
୧୩ ହିମାଚଳ ପ୍ରଦେଶ ୯୩୫ ୨୦୦୩୫୬ ୧୧୯ ୩୫୦୯
୧୪ ଜାମ୍ମୁ କାଶ୍ମୀର ୧୫୧୩ ୩୧୪୪୫୪ ୧୭୨ ୪୩୭୩
୧୫ ଝାଡଖଣ୍ଡ ୩୦୫ ୩୪୧୪୧୯ ୩୨ ୫୧୨୨
୧୬ କର୍ଣ୍ଣାଟକ ୨୪୭୧୮ ୨୮୨୮୯୮୩ ୨୫୭୨ ୩୬୨୯୩ ୩୧
୧୭ କେରଳ ୧୨୯୩୮୧ ୩୦୭୨୮୯୫ ୧୩୪୫୪ ୧୫୭୩୯ ୧୨୨
୧୮ ଲଦାଖ ୮୩ ୧୯୯୯୫ ୧୦ ୨୦୬
୧୯ ଲକ୍ଷଦୀପ ୬୭ ୯୯୮୪ ୧୧ ୪୯
୨୦ ମଧ୍ୟପ୍ରଦେଶ ୧୮୫ ୭୮୧୦୨୪ ୧୭ ୧୦୫୧୨
୨୧ ମହାରାଷ୍ଟ୍ର ୯୭୫୧୩ ୬୦୧୬୫୦୬ ୭୭୫୬ ୧୩୧୦୩୮ ୧୨୦
୨୨ ମଣିପୁର ୧୦୩୯୫ ୭୭୧୪୭ ୮୬୮ ୧୪୩୬ ୧୨
୨୩ ମେଘାଳୟ ୪୪୧୩ ୫୩୯୪୫ ୩୦୭ ୯୮୮ ୧୪
୨୪ ମିଜୋରାମ ୭୭୪୪ ୨୨୬୧୭ ୨୯୫ ୧୩୧
୨୫ ନାଗାଲାଣ୍ଡ ୧୨୩୭ ୨୫୨୫୧ ୬୧ ୫୩୬
୨୬ ଓଡ଼ିଶା ୧୭୪୬୬ ୯୩୯୧୬୦ ୨୨୧୦ ୫୩୦୮ ୬୭
୨୭ ପୁଡୁଚେରୀ ୯୫୫ ୧୧୭୨୬୫ ୭୨ ୧୭୮୩
୨୮ ପଞ୍ଜାବ ୮୧୧ ୫୮୧୫୨୯ ୧୨୩ ୧୬୨୫୦
୨୯ ରାଜସ୍ଥାନ ୩୬୦ ୯୪୪୧୫୦ ୨୨ ୮୯୫୨
୩୦ ସିକ୍କିମ୍ ୨୭୧୯ ୨୧୨୯୪ ୧୮୯ ୩୨୮
୩୧ ତାମିଲନାଡୁ ୨୫୫୨୬ ୨୪୮୩୬୭୬ ୨୪୭୫ ୩୩୮୩୮ ୨୯
୩୨ ତେଲେଙ୍ଗାନା ୯୮୫୭ ୬୨୫୭୩୮ ୬୯୬ ୩୭୭୪
୩୩ ତ୍ରିପୁରା ୪୨୫୧ ୭୦୬୨୩ ୫୯୪ ୭୩୪
୩୪ ଉତ୍ତରାଖଣ୍ଡ ୬୪୯ ୩୩୩୬୨୧ ୪୮ ୭୩୫୯
୩୫ ଉତ୍ତରପ୍ରଦେଶ ୧୦୨୮ ୧୬୮୪୨୮୬ ୫୬ ୨୨୭୪୩
୩୬ ପଶ୍ଚିମବଙ୍ଗ ୧୨୨୦୫ ୧୪୯୧୦୧୬ ୯୬୬ ୧୮୦୪୦ ୧୩
ମୋଟ ୪୦୫୫୧୩ ୩୦୪୬୮୦୭୯ ୩୮୭୪୦ ୪୧୯୪୭୦ ୪୮୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.