Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୧୫ ନୂଆ ଆକ୍ରାନ୍ତ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୬୮ ମୃତ

50

ନୂଆ ଦିଲ୍ଲୀ ୧୩-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୧୯,୨୬୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୫,୯୩,୧୧୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୦,୦୧୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୨,୩୯,୩୭୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪,୨୭୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୯୯୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୭%

ଆରୋଗ୍ୟ ହୋଇଛନ୍ତି ୯୮.୫୪%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୭, ୭୧, ୬୨, ୦୯୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୪, ୪୩, ୦୬୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୧ ୧୦୩୫୯ ୧୨୯
ଆନ୍ଧ୍ରପ୍ରଦେଶ ୧୧୭୮ ୨୩୧୮୫୮୨ ୨୫୧ ୧୪୭୩୩
ଅରୁଣାଚଳ ପ୍ରଦେଶ ୨୦୩ ୬୫୮୮୪ ୪୩ ୨୯୬
ଆସାମ ୩୩୫୯ ୭୩୧୨୯୩ ୫୬୮ ୮୦୨୬
ବିହାର ୮୨୭ ୮୩୨୪୩୫ ୨୧୫ ୧୨୨୮୭
ଚଣ୍ଡିଗଡ଼ ୬୭୪ ୯୫୯୬୧ ୧୨୪ ୧୧୭୪
ଛତିଶଗଡ ୨୧୫୯ ୧୧୫୪୧୯୧ ୪୪୮ ୧୪୦୮୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧ ୧୧୫୪୬
ଦିଲ୍ଲୀ ୮୩୪୩ ୧୯୪୫୬୯୨ ୨୬୨୩ ୨୬୩୬୭ ୧୦
୧୦ ଗୋଆ ୧୦୩୩ ୨୪୮୮୬୪ ୧୫୬ ୩୮୫୫
୧୧ ଗୁଜୁରାଟ ୪୫୩୪ ୧୨୪୮୭୬୮ ୯୨୨ ୧୦୯୮୭
୧୨ ହରିୟାଣା ୪୯୧୭ ୧୦୨୫୩୪୩ ୯୭୯ ୧୦୬୫୪
୧୩ ହିମାଚଳ ପ୍ରଦେଶ ୩୨୭୪ ୨୯୯୬୦୫ ୭୭୦ ୪୧୮୨
୧୪ ଜାମ୍ମୁ କାଶ୍ମୀର ୪୭୩୪ ୪୬୩୦୮୬ ୭୪୫ ୪୭୭୭
୧୫ ଝାଡଖଣ୍ଡ ୬୦୦ ୪୩୫୩୪୧ ୯୦ ୫୩୩୦
୧୬ କର୍ଣ୍ଣାଟକ ୧୦୩୯୫ ୩୯୭୭୫୪୧ ୧୬୮୬ ୪୦୧୮୧
୧୭ କେରଳ ୯୩୩୧ ୬୬୫୫୩୫୧ ୧୪୫୬ ୭୦୬୨୬
୧୮ ଲଦାଖ ୧୦୨ ୨୮୭୩୨ ୧୨ ୨୨୮
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୧୦୩ ୧୦୪୦୧୨୦ ୧୬୯ ୧୦୭୬୩
୨୧ ମହାରାଷ୍ଟ୍ର ୧୧୮୫୬ ୭୯୦୮୧୯୫ ୧୯୦୪ ୧୪୮୧୬୭
୨୨ ମଣିପୁର ୨୨୪ ୧୩୭୧୨୩ ୧୮ ୨୧୪୩
୨୩ ମେଘାଳୟ ୫୧୬ ୯୩୯୬୫ ୬୬ ୧୬୧୨
୨୪ ମିଜୋରାମ ୧୦୫୫ ୨୩୩୨୯୪ ୧୭୯ ୭୧୬
୨୫ ନାଗାଲାଣ୍ଡ ୪୫ ୩୫୦୪୭ ୭୭୩
୨୬ ଓଡ଼ିଶା ୩୬୧୬ ୧୩୦୯୦୧୦ ୧୭୦୬ ୯୧୫୪
୨୭ ପୁଡୁଚେରୀ ୪୫୩ ୧୬୯୫୪୨ ୭୪ ୧୯୬୭
୨୮ ପଞ୍ଜାବ ୧୩୯୪୦ ୭୪୭୧୦୧ ୧୭୮୫୦
୨୯ ରାଜସ୍ଥାନ ୪୩୦୩ ୧୨୮୬୨୦୭ ୪୩୩ ୯୫୯୩
୩୦ ସିକ୍କିମ୍ ୩୩୩ ୪୨୧୯୨ ୧୧୧ ୪୭୯
୩୧ ତାମିଲନାଡୁ ୭୯୭୨ ୩୫୧୧୨୪୯ ୧୧୪୦ ୩୮୦୩୩
୩୨ ତେଲେଙ୍ଗାନା ୩୭୬୩ ୮୨୦୫୯୭ ୯୮୪ ୪୧୧୧
୩୩ ତ୍ରିପୁରା ୨୯୭ ୧୦୬୩୧୭ ୧୨୨ ୯୩୭
୩୪ ଉତ୍ତରାଖଣ୍ଡ ୧୯୫୪ ୪୩୬୨୪୪ ୩୯୬ ୭୭୨୫
୩୫ ଉତ୍ତରପ୍ରଦେଶ ୬୦୦୭ ୨୦୮୨୯୭୪ ୮୩୭ ୨୩୫୮୧
୩୬ ପଶ୍ଚିମବଙ୍ଗ ୬୧୩୨ ୨୦୭୩୯୯୮ ୭୭୫ ୨୧୪୧୭
ମୋଟ ୧୧୯୨୬୪ ୪୩୫୯୩୧୧୨ ୨୦୦୧୮ ୫୨୬୯୯୬ ୪୪

କେରଳ ରାଜ୍ୟର ୨୪ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.