Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୯୧୨ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୯୧୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮ ମୃତ

24

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪,୯୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୪,୪୩୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୯,୯୦,୪୧୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫,୭୧୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୬୩,୩୩୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୪୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୪୮୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୦%

ଆରୋଗ୍ୟ ହୋଇଛନ୍ତି ୯୮.୭୧%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୭, ୪୧, ୦୪, ୭୯୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୪, ୭୬, ୮୪୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୯, ୩୩, ୫୨, ୧୪୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୦୩, ୮୮୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୨ ୧୦୫୦୬ ୧୨୯
ଆନ୍ଧ୍ରପ୍ରଦେଶ ୨୭୮ ୨୩୨୩୦୮୩ ୪୯ ୧୪୭୩୩
ଅରୁଣାଚଳ ପ୍ରଦେଶ ୧୭ ୬୬୫୧୩ ୨୯୬
ଆସାମ ୨୭୬୬ ୭୩୪୬୯୫ ୨୦ ୮୦୩୪
ବିହାର ୨୩୩ ୮୩୭୭୦୮ ୫୩ ୧୨୩୦୦
ଚଣ୍ଡିଗଡ଼ ୫୧ ୯୭୯୪୩ ୨୧ ୧୧୮୧
ଛତିଶଗଡ ୫୪୮ ୧୧୬୧୧୯୦ ୮୮ ୧୪୧୨୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୮୧
ଦିଲ୍ଲୀ ୪୩୦ ୧୯୭୫୯୩୬ ୯୫ ୨୬୫୦୧
୧୦ ଗୋଆ ୩୫୫ ୨୫୩୫୦୨ ୭୯ ୩୯୬୬
୧୧ ଗୁଜୁରାଟ ୧୦୨୩ ୧୨୬୧୯୮୨ ୧୪୯ ୧୧୦୩୧
୧୨ ହରିୟାଣା ୩୫୫ ୧୦୪୩୫୮୬ ୪୭ ୧୦୭୦୩
୧୩ ହିମାଚଳ ପ୍ରଦେଶ ୧୬୮ ୩୦୭୬୮୭ ୩୫ ୪୨୦୮
୧୪ ଜାମ୍ମୁ କାଶ୍ମୀର ୧୭୩ ୪୭୪୦୮୮ ୧୭ ୪୭୮୫
୧୫ ଝାଡଖଣ୍ଡ ୧୧୧ ୪୩୬୮୬୨ ୧୧ ୫୩୩୦
୧୬ କର୍ଣ୍ଣାଟକ ୩୦୬୧ ୪୦୧୯୮୧୧ ୪୫୦ ୪୦୨୮୦
୧୭ କେରଳ ୧୪୬୪୪ ୬୭୦୯୮୮୫ ୨୩୪୬ ୭୧୦୬୩
୧୮ ଲଦାଖ ୨୧ ୨୯୦୭୧ ୨୩୧
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୫୪ ୧୦୪୩୨୫୪ ୨୭ ୧୦୭୭୧
୨୧ ମହାରାଷ୍ଟ୍ର ୩୭୭୯ ୭୯୬୬୦୮୨ ୬୮୭ ୧୪୮୩୨୪
୨୨ ମଣିପୁର ୨୯ ୧୩୭୬୨୬ ୨୧୪୮
୨୩ ମେଘାଳୟ ୫୩ ୯୪୯୭୬ ୧୬୨୨
୨୪ ମିଜୋରାମ ୨୧୩ ୨୩୭୩୧୮ ୨୪ ୭୨୩
୨୫ ନାଗାଲାଣ୍ଡ ୧୦ ୩୫୧୬୦ ୭୮୧
୨୬ ଓଡ଼ିଶା ୧୨୪୯ ୧୩୨୨୨୯୯ ୨୦୪ ୯୧୮୭
୨୭ ପୁଡୁଚେରୀ ୪୫୯ ୧୭୧୮୧୬ ୧୧୬ ୧୯୭୩
୨୮ ପଞ୍ଜାବ ୨୭୯ ୭୬୩୬୪୭ ୪୨ ୧୭୯୧୧
୨୯ ରାଜସ୍ଥାନ ୮୨୬ ୧୩୦୨୨୮୧ ୧୯୧ ୯୬୩୯
୩୦ ସିକ୍କିମ୍ ୭୭ ୪୩୫୨୮ ୧୬ ୪୯୬
୩୧ ତାମିଲନାଡୁ ୫୨୯୭ ୩୫୩୬୦୨୭ ୪୬୩ ୩୮୦୪୪
୩୨ ତେଲେଙ୍ଗାନା ୭୦୫ ୮୩୨୪୧୧ ୧୧୧ ୪୧୧୧
୩୩ ତ୍ରିପୁରା ୧୮ ୧୦୬୮୧୩ ୯୩୮
୩୪ ଉତ୍ତରାଖଣ୍ଡ ୧୦୫୫ ୪୪୦୩୦୫ ୩୭ ୭୭୫୦
୩୫ ଉତ୍ତରପ୍ରଦେଶ ୫୫୩ ୨୧୦୧୬୫୦ ୧୩୮ ୨୩୬୧୯
୩୬ ପଶ୍ଚିମବଙ୍ଗ ୨୮୩୫ ୨୦୮୮୨୨୯ ୧୯୩ ୨୧୪୯୪
ମୋଟ ୪୪୪୩୬ ୪୩୯୯୦୪୧୪ ୫୭୧୯ ୫୨୮୪୮୭ ୧୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.