Home ଓଡ଼ିଶା ତିନ୍ ତଲାକ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ତିନ୍ ତଲାକ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

126

ନୂଆଦିଲ୍ଲୀ, ୧।୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ରାଜ୍ୟସଭାରେ ତିନ୍ ତଲାକ ବିଲ୍ ପାସ୍ ହେବା ପରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ମଞ୍ଜୁରୀ ଦେଇଛନ୍ତି।

ତିନି ତଲାକ୍ ବିଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ଅନୁମୋଦିତ ହେବା ପରେ ଦେଶରେ ଏହି ତିନି ତଲାକ୍ ଆଇନ ୧୯ ଡିସେମ୍ବର ୨୦୧୯ରୁ ଲାଗୁ ହେବ।

ତେବେ ଗତ ମଙ୍ଗଳବାର ଦିନ ରାଜ୍ୟସଭାରେ ଏହି ତିନି ତଲାକ୍ ବିଲ୍ ପାସ୍ ହୋଇଥିଲା। ପରେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ମୁସଲିମ ସଂପ୍ରଦାୟରେ ତିନି ଥର ତଲାକ୍ କହିବା ପରେ ଏ‌ହାକୁ ତଲାକ ବୋଲି ଧରାଯାଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.