Home ଆନ୍ତର୍ଜାତୀୟ ‘ଗ୍ଲୋବାଲ ଗୋଲକିପର ଆୱାର୍ଡ’ରେ ସମ୍ମାନିତ ହେଲେ ମୋଦି

‘ଗ୍ଲୋବାଲ ଗୋଲକିପର ଆୱାର୍ଡ’ରେ ସମ୍ମାନିତ ହେଲେ ମୋଦି

170

ନୂଆଦିଲ୍ଲୀ,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ବିଲ୍ ଆଣ୍ଡ୍ ମିଲିନ୍ଦା ଫାଉଣ୍ଡେସନ ତରଫରୁ ‘ଗ୍ଲୋବାଲ ଗୋଲକିପର ଆୱାର୍ଡ’ରେ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ ହିତକର ପ୍ରକଳ୍ପ ‘ସ୍ୱଚ୍ଛ ଭାରତ ଅଭିଯାନ’ କୁ ପ୍ରଶଂସା କରି ଫାଉଣ୍ଡେସନର ଚେୟାରମ୍ୟାନ ବିଲ୍‌ ଗେଟ୍ସ୍ ମୋଦିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କହିଲେ, ସେ ଏହି ସମ୍ମାନକୁ କୋଟି କୋଟି ଭାରତୀୟମାନଙ୍କୁ ସମର୍ପିତ କରୁଛନ୍ତି । ଯେଉଁମାନେ ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ଓ ଏହାକୁ ସଫଳ କରିବାରେ ସମସ୍ତ ପ୍ରୟାସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.