Home ଆନ୍ତର୍ଜାତୀୟ ଗ୍ରାହକଙ୍କ ପାଇଁ ଫ୍ଲିପକାର୍ଟ ଆଣିଲା ଦମଦାର ଅଫର

ଗ୍ରାହକଙ୍କ ପାଇଁ ଫ୍ଲିପକାର୍ଟ ଆଣିଲା ଦମଦାର ଅଫର

745

ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଆମାଜନର ଫ୍ରିଡମ ସେଲକୁ ଟକ୍କର ଦେବା ପାଇଁ ଫ୍ଲିପକାର୍ଟ ମଧ୍ୟ ନ୍ୟାସନାଲ ସପିଂ ଡେଜ୍‌ ସେଲ ନେଇ ଆସିଛି। ସ୍ୱାଧୀନତା ଦିବସ ଅବସରରେ ଫ୍ଲିପକାର୍ଟ ଏହି ସେଲ ନେଇ ଆସିଛି। ଏହି ସେଲ ୮ ଅଗଷ୍ଟ ଅର୍ଥାତ ଆଜିଠାରୁ ଆରମ୍ଭ ହେଉଛି। କିନ୍ତୁ ଫ୍ଳିପକାର୍ଟ ପ୍ଲସ ମେମ୍ବରର୍ସ ପାଇଁ ଏହା ଗତକାଲି ରାତି ୮ଟାରୁ ଆରମ୍ଭ ହୋଇଯାଇଛି। National Shopping Days 2019ପାଇଁ ଫ୍ଲିପକାର୍ଟ ଆଇସିଆଇସିଆଇ ବ୍ୟାଙ୍କ ସହିତ ଟିମ୍‌ ଅପ୍‌ କରିଛି।

ICICI ବ୍ୟାଙ୍କ୍‌ ନିଜର ଡେବିଟ ଏବଂ କ୍ରେଡିଟ୍‌ କାର୍ଡ ୟୁଜର୍ସଙ୍କ ୧୦% ଇନଷ୍ଟାଣ୍ଟ ଡିସକାଉଣ୍ଟ ଦେଉଛି। ସେଲ ୮ ଅଗଷ୍ଟରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.