Home ଓଡ଼ିଶା ଖୋଲିଲା ଆଉ ୨ଟି ଗେଟ

ଖୋଲିଲା ଆଉ ୨ଟି ଗେଟ

450

ସମ୍ବଲପୁର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ । ଗେଟ ଖୋଲିବା ପରେ ଏବେ ଜଳଭଣ୍ଡାରର ଜଳସ୍ତର ୬୩୦ ଘନଫୁଟ ରହିଛି । ତେବେ ସୂଚନା ଅନୁସାରେ, ପୂର୍ବରୁ ୩ଟି ଗେଟ ଖୋଲାଯାଇଥିବା ବେଳେ ସେକେଣ୍ଡ ପ୍ରତି ୧ ଲକ୍ଷ ୦୩ ହଜାର ୮୫୮ କ୍ୟୁସେକ ଜଳ ପ୍ରବେଶ କରୁଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.