Home ଓଡ଼ିଶା ଅତି ନିର୍ମମ ଭାବେ ଯୁବକଙ୍କ ହତ୍ୟା

ଅତି ନିର୍ମମ ଭାବେ ଯୁବକଙ୍କ ହତ୍ୟା

138

ମୟୁରଭଞ୍ଜ,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତା ଉପରେ ଭିଙ୍ଗି ଚାଲିଗଲେ । ଏଭଳି ହତ୍ୟାକାଣ୍ଡ ପଛରେ କାରଣ ଜଣାପଡିନଥିବା ବେଳେ ଗାଁ ଲୋକେ ପ୍ରଥମେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ମୃତକ ଜଣକ ଦିଲ୍ଲୀପ ମହନ୍ତ ହୋଇଥିବା ବେଳେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.