Home Top News ବୁଧବାର ଛୁଟି: କିନ୍ତୁ, କେବଳ ଖୋର୍ଦ୍ଧା ଜିଲ୍ଲା ପାଇଁ ..

ବୁଧବାର ଛୁଟି: କିନ୍ତୁ, କେବଳ ଖୋର୍ଦ୍ଧା ଜିଲ୍ଲା ପାଇଁ ..

105

ଭୁବନେଶ୍ୱର: ବୁଧବାର ଛୁଟି। କିନ୍ତୁ, କେବଳ ଖୋର୍ଦ୍ଧା ଜିଲ୍ଲା ପାଇଁ। ଆସନ୍ତା ବୁଧବାର ଲୋକାଲ ହଲି ଡେ’ ଭାବରେ ଛୁଟି ଘୋଷଣା କରାଯାଇଛି। ଏପ୍ରିଲ ୨୯ ତାରିଖ ବୁଧବାର ଆଶୋକାଷ୍ଟମୀ ପାଳନ ହେବ। ତେଣୁ ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି ଡିଆରଏସ। ଏହି ଦିନ ଖୋର୍ଦ୍ଧାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ତେଣୁ ସରକାରୀ ଚାକିରିଆ କର୍ମ କ୍ଷେତ୍ରରୁ ବିରତି ପାଇବେ। ସୂଚନାଯୋଗ୍ୟ, ଅଶୋକାଷ୍ଟମୀରେ ଭୁବନେଶ୍ୱରରେ ଲିଙ୍ଗରାଜଙ୍କର ଏବଂ ନିରାକାରପୁର, ଡିଆରେ କପିଳେଶ୍ୱର ଦେବଙ୍କ ରୁକୁଣା ରଥ ଯାତ୍ରା ପାଳିତ ହୁଏ।


-/Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.