ନୂଆଦିଲ୍ଲୀ ୫-୮ (ଓଡ଼ିଆ ପୁଅ) କୁସ୍ତିର ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍ ରେ (୫୩ କିଲୋଗ୍ରାମ) ରେ ସେ ସ୍ୱିଡେନ ରେସଲରଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମହିଳା ରେସଲର ବିନେଶ ଫୋଗାଟ୍। ସେ ୫୩ କିଲୋଗ୍ରାମ ଫ୍ରିଷ୍ଟାଇଲ୍, ୧/୮ ଫାଇନାଲ୍ ରେ ସ୍ୱେଡେନ୍ର ସୋଫିଆ ମାଗଡାଲେନାଙ୍କୁ ୭-୧ରେ ପରାସ୍ତ କରିଛନ୍ତି