Home Coronavirus Outbreak କରୋନାଭାଇରସ୍ କାରଣରୁ ମୁମ୍ବାଇରେ ତୃତୀୟ ମୃତ୍ୟୁ, ଭାରତରେ ମୋଟ ୧୦ ମୃତ୍ୟୁ

କରୋନାଭାଇରସ୍ କାରଣରୁ ମୁମ୍ବାଇରେ ତୃତୀୟ ମୃତ୍ୟୁ, ଭାରତରେ ମୋଟ ୧୦ ମୃତ୍ୟୁ

311

ମୁମ୍ବାଇ ୨୪-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ରେ ମୁମ୍ବାଇରେ ତୃତୀୟ ମୃତ୍ୟୁ। ଏହା ସହିତ ଭାରତରେ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ପ୍ରଥମେ ୟୁଏଇରେ ଥିଲେ, ପରେ ଅହମ୍ମଦାବାଦ ଦେଇ ୨୦ ତାରିଖରେ ମୁମ୍ବାଇ ଫେରିଥିଲେ। ତାଙ୍କର ଅନିୟନ୍ତ୍ରିତ ମଧୁମେହ, ଉଚ୍ଚ ରକ୍ତଚାପର ଇତିହାସ ରହିଛି |

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.