Tag: Text of PM’s address at the Launch of ‘Transparent Taxation- Honoring the Honest’
‘ପାରଦର୍ଶୀ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ଦେଶରେ ଜାରି ରହିଥିବା ଢାଂଚାଗତ ସଂସ୍କାରର ଧାରା ଆଜି ଏକ ନୂଆ ସୋପାନରେ ପହଂଚିଛି। ‘ପାରଦର୍ଶୀ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’, ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥା ଭାବେ ଆଜି ଏହି ନୂଆ ବ୍ୟବସ୍ଥାର...





