Tag: Police seizes trucks carrying ammunition 5 held
କୋରାପୁଟରେ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ – ୫ ଅଟକ
କୋରାପୁଟ ୨୨-୧୨ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ପଟାଙ୍ଗୀ ଥାନା ଅଞ୍ଚଳରୁ ଏକ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ଚିଲିକାପାଲମରୁ ସେମିଳିଗୁଡ଼ା ଆସୁଥିଲା ଏହି...