Tag: Justice Virendra Kumar Srivastava passes away in Covid-19
ଆହ୍ଲାବାଦ ହାଇକୋର୍ଟର ବିଚାରପତି ବିରେନ୍ଦ୍ର ଶ୍ରୀବାସ୍ତବଙ୍କ କରୋନାରେ ଦେହାନ୍ତ
ପ୍ରୟାଗରାଜ, ଏପ୍ରିଲ ୨୮ (ଓଡ଼ିଆ ପୁଅ) ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ ବିରେନ୍ଦ୍ର କୁମାର ଶ୍ରୀବାସ୍ତବଙ୍କର ବୁଧବାର ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ...