Tag: HMS Talcher branch gives 50 thousands to CM relief fund
ଏଚ୍.ଏମ୍.ଏସ ତାଳଚେର ଶାଖା ପକ୍ଷରୁ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦ହଜାର ପ୍ରଦାନ
ତାଳଚେର,୧୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ହିନ୍ଦ ମଜଦୁର ସଂଘ ତାଳଚେର ଶାଖା ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(କୋବିଡ଼-୧୯)କୁ ଆଜି ସ୍ଥାନୀୟ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ଜରିଆରେ ୫୦ହଜାର ଟଙ୍କା ଚେକ୍ ଆକାରରେ ପ୍ରଦାନ...





