Tag: drain
କୋରାପୁଟ ମ୍ୟୁନସିପାଲଟିର ଧୋବାସାହି ଡ୍ରେନରେ ପୋତି ହୋଇଥିବା ମଇଲା କେବେ ସଫା ହେବ ?
କୋରାପୁଟ ୦୭-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଧୋବାସାହି ଡ୍ରେନରେ ପୋତି ହୋଇଥିବା ମଇଲା କେବେ ସଫା କରାଯିବ ବୋଲି ସାହି ବାସିନ୍ଦା ପ୍ରଶ୍ନ କରିଛନ୍ତି ।ଡ୍ରେନଟି ପୋତି ହୋଇଯାଇଥିବାରୁ...