Tag: Bhadrak News
ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଥାନୀୟ ବାଉଦପୁର ପାର୍କ ଏବଂ ସାଳନ୍ଦୀ ନଦୀ...
ବିଶଲପଟା ଷ୍ଟ୍ରକ୍ଚର ରେ ସଚେତନତା କାର୍ଯ୍ୟକ୍ରମ, ଉତ୍ତମ ବିଦ୍ୟୁତ୍ ସେବା ଓ କର୍ମଚାରୀ ସୁରକ୍ଷା...
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଉପଖଣ୍ଡ ବିଦ୍ୟୁତ୍ ବିଭାଗ ଅଧିନ(ଟିପିଏନ୍ଓଡିଏଲ୍) ବନ୍ତ ବ୍ଲକ୍ ଆଗରପଡ଼ା ସେକ୍ସନ୍ ବିସଲକଣା ଠାରେ ଆଜି କର୍ମଚାରୀ ମାନଙ୍କୁ ସଚେତନ କରାଯାଇଛି...
ହୋମିଓପାର୍ôଥକ୍ ଡାକ୍ତରଙ୍କ ପରଲୋକ
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ବି.ଟି.ପୁର ପଞ୍ଚାୟତସ୍ଥ ଗଡ଼ସାହି ଗ୍ରାମର ହୋମିଓପାର୍ôଥକ୍ ଡାକ୍ତର ତଥା ବିଶିଷ୍ଟ ସମାଜ ସେବୀ ପୂର୍ଣ୍ଣଚନ୍ଦ୍ର ରାୟ(୮୬)ଙ୍କ...
ଚିଙ୍ଗୁଡିପୁର ଉଚ୍ଚବିଦ୍ୟାଳୟ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁନନ୍ଦା ଖିଲାରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା...
ବିଞ୍ଝାରେ ବନ୍ତ ବିଜେପିର ମହା ମିଶ୍ରଣ ପର୍ବ, ଦଳରେ ମିଶିଲେ ୩ଶହରୁ ଉର୍ଦ୍ଧ
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ସେଣ୍ଢତିରା ପଞ୍ଚାୟତ ବିଞ୍ଝା ଠାରେ ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି...
ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଂପର୍କିତ କାର୍ଯ୍ୟକ୍ରମ
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାସ୍ଥ୍ୟ ହିଁ ସଂପଦ । ଶରୀର ନିରୋଗ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଆଜି ଭଦ୍ରକ ଉଚ୍ଚ...
ସୁସ୍ଥ ଜୀବନଶୈଳୀକୁ ନେଇ ୬ଷ୍ଠ ଦିନରେ ନୂଆ-ଓ ଯୋଜନା କାର୍ଯ୍ୟକ୍ରମ
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୁସ୍ଥ ଜୀବନଶୈଳୀକୁ ନେଇ ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆ-ଓ ଯୋଜନା କାର୍ଯ୍ୟକ୍ରମ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି...
ଭଦ୍ରକର ବିଜେଡି ଯୁବନେତା ଅସିତ୍ ପଟ୍ଟନାୟକଙ୍କ ବିବାଦୀୟ ଜନ୍ମଦିନ ପ୍ରସଙ୍ଗ, ଉପଜିଲାପାଳଙ୍କ ପକ୍ଷରୁ ଆୟୋଜକଙ୍କ...
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ତୁଙ୍ଗ ରାଜନେତା ଯୁଗଳ କିଶୋର ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ବିଜେଡି ଯୁବନେତା ଅସିତ୍ ପଟ୍ଟନାୟକଙ୍କ ବିବାଦୀୟ ଜନ୍ମଦିନ ପ୍ରସଙ୍ଗକୁ ନେଇ...
ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ବାର୍ଷିକୋତ୍ସବ
ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ ସତ୍ସଙ୍ଗ ବିହାରରେ ମଙ୍ଗଳବାର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଓ ଶ୍ରୀ ଶ୍ରୀ ବଡଦାଙ୍କର...
ଡଗମୁଣ୍ଡ କୁଷ୍ଠ କଲୋନିରେ କମ୍ବଳ ବଣ୍ଟନ
ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ ବରପଦା ସ୍ଥିତ ମା’ ଶିଦ୍ଧଦୁର୍ଗା ଚେରୀଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ଗରିବ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଛି...
ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଲି ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ବ୍ଲକ୍ ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁବିସ୍ତୃତ ଖେଳ ପଡିଆରେ କ୍ରୀଡା ଓ ଯୁବ ବିକାଶ ଦ୍ୱାରା...
ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର କବିତା ପାଠ ଓ ଆଲୋଚନା...
ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ସ୍ଥିତ ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର କବିତା ପାଠ...
ତିହିଡ଼ି କଲେଜ ପ୍ରତିଷ୍ଠାତା କମଳାକାନ୍ତ ଲେଙ୍କାଙ୍କ ୨୯ତମ ଶ୍ରାଦ୍ଧବାର୍ଷିକ
ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଅଧୀନ ତିହିଡ଼ି କଲେଜର ପ୍ରତିଷ୍ଠାତା ସ୍ୱର୍ଗତଃ କମଳାକାନ୍ତ ଲେଙ୍କାଙ୍କ ୨୯ତମ ଶ୍ରାଦ୍ଧବାର୍ଷିକ ତିହିଡ଼ି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ...
କାନ୍ତକବିଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କଲେ ବିଜେଡି ଜିଲା ପର୍ଯ୍ୟବେକ୍ଷକ
ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ତାଳପଦା ସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମାଧି ପୀଠରେ ବିଜେଡି ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ...
ଆଥ୍ଲେଟିକ୍ରେ ଚମ୍ପିୟାନ ହେଲେ ଦେବଜାନୀ
ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦୀର୍ଘ ୪ଦିନ ବ୍ୟାପି ‘ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।...
ବାଲ୍ୟ ବିବାହ ନିରାକରଣ ଶୀର୍ଷକ ଆଲୋଚନା ଚକ୍ର
ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ ଓ ସୋସାଇଟି ଫର ଉଇକର କମ୍ୟୁନିଟି(ଆସିଆନା) ମିଳିତ ସହଯୋଗରେ ୧୬ଦିନିଆ...
ଖାଦ୍ୟ ସୁରକ୍ଷା ଓ ସୁସ୍ଥତା ପାଇଁ ମୃତ୍ତିକାକୁ ସୁସ୍ଥ ରଖିବା ଜରୁରୀ, ବିଶ୍ୱ ମୃତ୍ତିକା...
ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଭଦ୍ରକ ଜିଲ୍ଲା ସ୍ତରୀୟ...
ବନ୍ତ ବିଜେପିର ବିଜୟ ଉତ୍ସବ
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୪ଗୋଟି ରାଜ୍ୟରେ ସଦ୍ୟ ନିର୍ବାଚନ ଫଳା ଫଳ ପ୍ରକାଶ ପାଇବା ପରେ ବନ୍ତ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି...
ଅନିଲ ମହାନ୍ତି ଏକା ଧାରାରେ ଶିକ୍ଷାବିତ, ସମାଜସେବୀ ଓ ପରୋପକାରୀ, ପ୍ରଥମ ଶ୍ରାଦ୍ଧବାର୍ଷିକ ଏବଂ...
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ ଜାଗୁଳା ପଂଚାୟତର ଶିକ୍ଷକ ସ୍ୱର୍ଗତ ଅନିଲ କୁମାର ମହାନ୍ତି ଏକାଧାରାରେ ଜଣେ ଶିକ୍ଷାବିତ ନୁହନ୍ତି ଜଣେ...
ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ପ୍ରତିଷ୍ଠା ସ୍ମାରକୀ ସମାରୋହ ପାଇଁ ଜରୁରୀ ବୈଠକ
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଗତ ୨୩ବର୍ଷ ଧରି ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ପ୍ରତିଷ୍ଠା ସ୍ମାରକୀ ଓ ନେତ ଉଡ଼ାଣ ସମାରୋହ ବିଭିନ୍ନ ଜିଲ୍ଲା...
























