Tag: 11 thousand fine collected in Puri
ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଘଂନକାରୀଙ୍କ ଠାରୁ ୧୧, ୦୦୦ ଟଙ୍କା ଜୋରୀମାନା ଆଦାୟ
ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ପୁରୀ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ ପ୍ରାୟ ୧୨ ଟି ହୋଟେଲ ଓ ରେସ୍ତୋରାଁରେ ଅଚାନକ ପରିଦର୍ଶନ କରି ବିଭିନ୍ନ ଖାଦ୍ୟମାନ ଯାଞ୍ଚ ନିମନ୍ତେ...