ଭୁବନେଶ୍ୱର ୨୭-୨ (ଓଡ଼ିଆ ପୁଅ) ପୁରୀ-ୟଶବନ୍ତପୁରମ୍ ସ୍ପେସାଲ୍ ଟ୍ରେନ୍ ପାଇଁ ଟୁନି ଏବଂ ତେଡେପାଲିଗୁଡେମ୍ ଷ୍ଟପେଜ୍ ବିଲୋପ କରାଯାଇଛି। ସେହିପରି ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍ ସ୍ପେସାଲ୍ ଟ୍ରେନ୍ ପାଇଁ ଏହି ଦୁଇଟି ସ୍ଥାନରେ ରହିବନି ଟ୍ରେନ୍ ତାହା ହେଉଛି ନରସିଂହପଲ୍ଲୀ ଏବଂ ଟୁନି।
ପୂର୍ବେ ଏହି ଆଦେଶ ୨୫ ଜୁନ୍ ୨୦୨୧ ରୁ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହା ୧୯ ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ ବୋଲି ଭାରତୀୟ ରେଳବାଇ ସୂଚନା ଦେଇଛି।
.@RailMinIndia Elimination of Stoppages for Visakhapatnam-Chennai Central Spl at Narsingapalli & Tuni and Puri-Yesvantpur Spl at Tuni & Tadepalligudem from both the directions have been revised. Will implement from 19th March instead of earlier announcement from 25th June, 2021. pic.twitter.com/dqTiHza0zG
— East Coast Railway (@EastCoastRail) February 27, 2021