ମୁମ୍ବାଇ ୮-୫ (ଓଡ଼ିଆ ପୁଅ) SEBI (ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ) ମୁଖ୍ୟାଳୟରେ ଜଣେ ମ୍ୟାନେଜର କରୋନା ଆକ୍ରାନ୍ତ ହେବା ପରେମୁଖ୍ୟାଳୟକୁ ଆସନ୍ତା ମେ ୧୦ ତାରିଖ ପଯ୍ୟନ୍ତ ବନ୍ଦ କରିଜିଆଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, SEBI ନିଜ କର୍ମଚାରୀମାନଙ୍କୁ ଅଫିସ ନଆସି ଘରୁ କାମ ଜାରି ରଖିବାକୁ କହିଛି। ସହକାରୀ ପରିଚାଳକଙ୍କ ସହ ଯୋଗାଯୋଗରେ ଆସିଥିବା ସମସ୍ତ ଅଧିକାରୀଙ୍କୁ ସେବି ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍ ରେ ରହିବାକୁ କୁହାଯାଇଛି।
Home Coronavirus Outbreak ସେବି (SEBI) ମୁଖ୍ୟାଳୟରେ ମ୍ୟାନେଜର କରୋନା ପଜିଟିଭ୍ – ମୁଖ୍ୟାଳୟ ଆସନ୍ତା ୧୦ ମଇ ପର୍ଯ୍ୟନ୍ତ...