Odiapua.com

ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ! ଆଉ ତା’ ପରେ…

ଭୁବନେଶ୍ୱର: ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ।ଏପରି ଘଟଣା ଘଟିଛି ରାଜସ୍ଥାନ ଜୟପୁରରେ ଥିବା ସଚିବାଳୟ ମଧ୍ୟରେ।ସଚିବାଳୟରେ ଥିବା ଖାଦ୍ୟ ଏବଂ ଯୋଗାଣ ବିଭାଗ ମିଟିଂ ଚାଲିଥିବା ସମୟରେ ହଠାତ ପର୍ଣ୍ଣ ଫିଲ୍ମର କ୍ଲିପ ଚାଲିବାର ଅଭିଯୋଗ ଆସିଛି।ମିଟିଂରେ ଅଧ୍ୟକ୍ଷତା କରୁଥିବା ବିଭାଗୀୟ ସଚିବ ମୁଗ୍ଧା ସିହ୍ନା ଏନଆଇସି ନିର୍ଦେଶକଙ୍କୁ ଘଟଣାର ଯାଞ୍ଚ କରିବାକୁ କହିଛନ୍ତି।ଖବର ମୁତାବକ ସେ ସମୟରେ ରୁମ ଭିତରେ ୧୦ ଜଣ ଲୋକ ଥିଲେ।ଯେତେବେଳେ କି ଅନ୍ୟାନ୍ୟ ଅଧିକାରୀମାନେ ଭିଡ଼ିଓ କନଫ୍ରେସିଙ୍ଗ କାମରେ ଲାଗିଥିଲେ।ଟେକ୍ନିକାଲ ଟିମ ବନ୍ଦ କରିବା ପୂର୍ବରୁ ପର୍ଣ୍ଣ କ୍ଲିପଟି ପ୍ରାୟ ଦୁଇ ମିନିଟ ଯାଏଁ ଚାଲିଥିଲା।ଏବଂ ହଠାତ ଏପରି ଘଟଣାରେ ସେଠାରେ ଥିବା ଅଧିକାରୀମାନେ ଅପ୍ରସ୍ତୁତ ହୋଇ ପଡ଼ିଥିଲେ।//ଦେବଦତ୍ତ

ଜୁନ-୫:ବିଶ୍ୱ ପରିବେଶ ଦିବସ; ଆହ୍ୱାନ: “ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା”

ବିଶ୍ୱ ପରିବେଶ ଦିବସ ପାଇଁ ଭିଡିଓ ଗୀତ ଜାରୀ କଲେ କେନ୍ଦ୍ର ସରକାର