ଜୁନ-୫:ବିଶ୍ୱ ପରିବେଶ ଦିବସ; ଆହ୍ୱାନ: “ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା”

ନୂଆଦିଲ୍ଲୀ:ଜୁନ,୫।ଆଜି ବିଶ୍ୱ ପରିବେଶ ଦିବସ।ଇଂରାଜୀରେ (World Environment Day), ସଂକ୍ଷେପରେ (WED)।ପରିବେଶ ପ୍ରତି ସକାରାତ୍ମକ ଜନ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ।ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ ଅନ୍ତର୍ଗତ କାର୍ଯ୍ୟକ୍ରମ। ଏହି ଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ ବସିଥିଲା।ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା।ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ “ବିଶ୍ୱ ପରିବେଶ ଦିବସ” ୧୯୭୩ରେ ପାଳିତ … Continue reading ଜୁନ-୫:ବିଶ୍ୱ ପରିବେଶ ଦିବସ; ଆହ୍ୱାନ: “ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା”