Home Top News ପୁଣି ବଢ଼ିଲା ପେଟ୍ରୋଲ ଦର: ଓଡ଼ିଶାର ଏହି ଜିଲ୍ଲାରେ ପେଟ୍ରୋଲ ଦର ୯୮.୬୩ ଟଙ୍କା ଏବଂ...

ପୁଣି ବଢ଼ିଲା ପେଟ୍ରୋଲ ଦର: ଓଡ଼ିଶାର ଏହି ଜିଲ୍ଲାରେ ପେଟ୍ରୋଲ ଦର ୯୮.୬୩ ଟଙ୍କା ଏବଂ ଡିଜେଲ ଦର ୯୫.୮୯ ଟଙ୍କା – ଆପଣଙ୍କ ଜିଲ୍ଲାର ଦର ଜାଣନ୍ତୁ

141

ନୂଆ ଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) ମଙ୍ଗଳବାରଦିନ ପେଟ୍ରୋଲ-ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ମଇ ମାସରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମୋଟ ୧୦ ଦିନ ବୃଦ୍ଧି ପାଇଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଅନେକ ଜିଲ୍ଲାରେ ପେଟ୍ରୋଲର ମୂଲ୍ୟ ଆଜି ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି।

ତୈଳ ମାର୍କେଟିଂ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ ଟାରେ ପେଟ୍ରୋଲ-ଡିଜେଲ ମୂଲ୍ୟ ସଂଶୋଧନ କରନ୍ତି।
ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହିତ ଘରୋଇ ବଜାରରେ ଭାରି ଟିକସ ଏବଂ ମାଲ ପରିବହନ କାରଣରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି।
ମହାରାଷ୍ଟ୍ରର ନନ୍ଦେଡ, ରାଜସ୍ଥାନର ଜୈସଲମେର, ଗଙ୍ଗାନଗରରେ ଲିଟର ପିଛା ୧୦୦ ପାର କରିଥିବା ବେଳେ ଅନୁପପୁର, ନାଗରାବାଦ, ରେୱା ଏବଂ ଛିନ୍ଦୱାଡ଼ାରେ ପେଟ୍ରୋଲର ମୂଲ୍ୟ ମଧ୍ୟ ୧୦୦ ପାର କରିଛି।

ଆଜି ବିଭିନ୍ନ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କେତେ?

ଘରୋଇ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆଜି ଦେଶର ବିଭିନ୍ନ ସହର ପାଇଁ ପେଟ୍ରୋଲର ମୂଲ୍ୟ ଲିଟର କୌଣସି ପରିବର୍ତ୍ତନ କରିନାହାଁନ୍ତି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୨.୯୫ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୩.୫୧ ଟଙ୍କାରେ ପହଁଚିଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲର ନୂଆ ମୂଲ୍ୟ ୯୯.୧୪ ଟଙ୍କା ରହିଛି।

ଆଜି କୋଲକାତାରେ ଗୋଟିଏ ଲିଟର ପେଟ୍ରୋଲ ୯୨.୯୨ ଟଙ୍କା ଅଛି। ଚେନ୍ନାଇରେ ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୪.୬୯ ଟଙ୍କା ହୋଇଛି।

ମେଟ୍ରୋ ସିଟିରେ ପେଟ୍ରୋଲ ଦର
ନୂଆ ଦିଲ୍ଲୀ ରେ ୦.୨୭ ପଇସା ବୃଦ୍ଧି ପାଇ ୯୨.୮୫ ଟଙ୍କା ପ୍ରତି ଲିଟରରେ ପହଁଟିଛି।

ମୁମ୍ବାଇ ସିଟି ରେ ୦.୨୬ ପଇସା ବୃଦ୍ଧି ପାଇ ୯୯.୧୪ ଟଙ୍କା ପ୍ରତି ଲିଟରରେ ପହଁଟିଛି।

କୋଲକାତା ରେ ୦.୨୫ ପଇସା ବୃଦ୍ଧି ପାଇ ୯୨.୯୨ ଟଙ୍କା ପ୍ରତି ଲିଟରରେ ପହଁଟିଛି।

ଚେନ୍ନାଇ ରେ ୦.୩୮ ପଇସା ବୃଦ୍ଧି ପାଇ ୯୪.୬୯ ଟଙ୍କା ପ୍ରତି ଲିଟରରେ ପହଁଟିଛି।

ଓଡ଼ିଶାର ଜିଲ୍ଲାୱାରୀ ପେଟ୍ରୋଲ ଦର
ଅନୁଗୁଳ ୯୫.୧୨ ଟଙ୍କା ପ୍ରତି ଲିଟର।

ବାଲେଶ୍ୱର ୯୩.୫୮ ଟଙ୍କା ପ୍ରତି ଲିଟର।

ବରଗଡ ୯୪.୩୫ ଟଙ୍କା ପ୍ରତି ଲିଟର।

ଭଦ୍ରକ ୯୪.୨୬ ଟଙ୍କା ପ୍ରତି ଲିଟର।

ବଲାଙ୍ଗୀର ୯୫.୮୨ ଟଙ୍କା ପ୍ରତି ଲିଟର।

ବୌଦ୍ଧ ୯୫.୩୮ ଟଙ୍କା ପ୍ରତି ଲିଟର।

କଟକ ୯୪.୦୩ ଟଙ୍କା ପ୍ରତି ଲିଟର।

ଦେବଗଡ଼ ୯୪.୧୪ ଟଙ୍କା ପ୍ରତି ଲିଟର।

ଢେଙ୍କାନାଳ ୯୪.୨୮ ଟଙ୍କା ପ୍ରତି ଲିଟର।

ଗଜପତି ୯୫.୮୧ ଟଙ୍କା ପ୍ରତି ଲିଟର।

ଗଞ୍ଜାମ ୯୪.୦୯ ଟଙ୍କା ପ୍ରତି ଲିଟର।

ଜଗତସିଂହପୁର ୯୩.୪୫ ଟଙ୍କା ପ୍ରତି ଲିଟର।

ଯାଜପୁର ୯୩.୯୪ ଟଙ୍କା ପ୍ରତି ଲିଟର।

ଝାରସୁଗୁଡା ୯୩.୬୬ ଟଙ୍କା ପ୍ରତି ଲିଟର।

କଳାହାଣ୍ଡି ୯୬.୨୪ ଟଙ୍କା ପ୍ରତି ଲିଟର।

କନ୍ଧମାଳ ୯୫.୧୦ ଟଙ୍କା ପ୍ରତି ଲିଟର।

କେନ୍ଦ୍ରାପଡା ୯୩.୩୭ ଟଙ୍କା ପ୍ରତି ଲିଟର।

କେନ୍ଦୁଝର ୯୫.୬୮ ଟଙ୍କା ପ୍ରତି ଲିଟର।

ଖୋର୍ଦ୍ଧା ୯୩.୫୬ ଟଙ୍କା ପ୍ରତି ଲିଟର।

କୋରାପୁଟ ୯୭.୯୧ ଟଙ୍କା ପ୍ରତି ଲିଟର।

ମାଲକାନଗିରି ୯୮.୬୩ ଟଙ୍କା ପ୍ରତି ଲିଟର।

ମୟୂରଭଞ୍ଜ ୯୪.୩୫ ଟଙ୍କା ପ୍ରତି ଲିଟର।

ନବରଙ୍ଗପୁର ୯୮.୦୬ ଟଙ୍କା ପ୍ରତି ଲିଟର।

ନୟାଗଡ଼ ୯୩.୮୮ ଟଙ୍କା ପ୍ରତି ଲିଟର।

ନୂଆପଡ଼ା ୯୬.୦୬ ଟଙ୍କା ପ୍ରତି ଲିଟର।

ପୁରୀ ୯୩.୮୧ ଟଙ୍କା ପ୍ରତି ଲିଟର।

ରାୟଗଡ଼ା ୯୭.୦୪ ଟଙ୍କା ପ୍ରତି ଲିଟର।

ସମ୍ବଲପୁର ୯୩.୫୯ ଟଙ୍କା ପ୍ରତି ଲିଟର।

ସୋନପୁର ୯୪.୯୨ ଟଙ୍କା ପ୍ରତି ଲିଟର।

ସୁନ୍ଦରଗଡ ୯୩.୯୨ ଟଙ୍କା ପ୍ରତି ଲିଟର।

ଓଡ଼ିଶାର ଜିଲ୍ଲାୱାରୀ ଡିଜେଲ ଦର

ଅନୁଗୁଳ ୯୨.୪୮ ଟଙ୍କା ପ୍ରତି ଲିଟର।

ବାଲେଶ୍ୱର ୯୧.୦୨ ଟଙ୍କା ପ୍ରତି ଲିଟର।

ବରଗଡ ୯୧.୭୬ ଟଙ୍କା ପ୍ରତି ଲିଟର।

ଭଦ୍ରକ ୯୧.୬୮ ଟଙ୍କା ପ୍ରତି ଲିଟର।

ବଲାଙ୍ଗୀର ୯୩.୧୮ ଟଙ୍କା ପ୍ରତି ଲିଟର।

ବୌଦ୍ଧ ୯୨.୭୩ ଟଙ୍କା ପ୍ରତି ଲିଟର।

କଟକ ୯୧.୪୪ ଟଙ୍କା ପ୍ରତି ଲିଟର।

ଦେବଗଡ଼ ୯୧.୫୭ ଟଙ୍କା ପ୍ରତି ଲିଟର।

ଢେଙ୍କାନାଳ ୯୧.୬୮ ଟଙ୍କା ପ୍ରତି ଲିଟର।

ଗଜପତି ୯୩.୧୫ ଟଙ୍କା ପ୍ରତି ଲିଟର।

ଗଞ୍ଜାମ ୯୧.୪୯ ଟଙ୍କା ପ୍ରତି ଲିଟର।

ଜଗତସିଂହପୁର ୯୦.୮୫ ଟଙ୍କା ପ୍ରତି ଲିଟର।

ଯାଜପୁର ୯୧.୩୩ ଟଙ୍କା ପ୍ରତି ଲିଟର।

ଝାରସୁଗୁଡା ୯୧.୧୦ ଟଙ୍କା ପ୍ରତି ଲିଟର।

କଳାହାଣ୍ଡି ୯୩.୫୯ ଟଙ୍କା ପ୍ରତି ଲିଟର।

କନ୍ଧମାଳ ୯୨.୪୭ ଟଙ୍କା ପ୍ରତି ଲିଟର।

କେନ୍ଦ୍ରାପଡା ୯୦.୭୮ ଟଙ୍କା ପ୍ରତି ଲିଟର।

କେନ୍ଦୁଝର ୯୩.୦୧ ଟଙ୍କା ପ୍ରତି ଲିଟର।

ଖୋର୍ଦ୍ଧା ୯୦.୯୮ ଟଙ୍କା ପ୍ରତି ଲିଟର।

କୋରାପୁଟ ୯୫.୨୦ ଟଙ୍କା ପ୍ରତି ଲିଟର।

ମାଲକାନଗିରି ୯୫.୮୯ ଟଙ୍କା ପ୍ରତି ଲିଟର।

ମୟୂରଭଞ୍ଜ ୯୧.୭୬ ଟଙ୍କା ପ୍ରତି ଲିଟର।

ନବରଙ୍ଗପୁର ୯୫.୩୪ ଟଙ୍କା ପ୍ରତି ଲିଟର।

ନୟାଗଡ଼ ୯୧.୨୯ ଟଙ୍କା ପ୍ରତି ଲିଟର।

ନୂଆପଡ଼ା ୯୩.୪୨ ଟଙ୍କା ପ୍ରତି ଲିଟର।

ପୁରୀ ୯୧.୨୩ ଟଙ୍କା ପ୍ରତି ଲିଟର।

ରାୟଗଡ଼ା ୯୪.୩୪ ଟଙ୍କା ପ୍ରତି ଲିଟର।

ସମ୍ବଲପୁର ୯୧.୦୩ ଟଙ୍କା ପ୍ରତି ଲିଟର।

ସୋନପୁର ୯୨.୩୧ ଟଙ୍କା ପ୍ରତି ଲିଟର।

ସୁନ୍ଦରଗଡ ୯୧.୩୬ ଟଙ୍କା ପ୍ରତି ଲିଟର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.