Odiapua.com

ପୁଣି ବଢ଼ିଲା ପେଟ୍ରୋଲ ଦର: ଓଡ଼ିଶାର ଏହି ଜିଲ୍ଲାରେ ପେଟ୍ରୋଲ ଦର ୯୮.୩୫ ଟଙ୍କା ଏବଂ ଡିଜେଲ ଦର ୯୫.୫୭ ଟଙ୍କା – ଆପଣଙ୍କ ଜିଲ୍ଲାର ଦର ଜାଣନ୍ତୁ

ନୂଆ ଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ରବିବାରଦିନ ପେଟ୍ରୋଲ-ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ମଇ ମାସରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମୋଟ ୯ ଦିନ ବୃଦ୍ଧି ପାଇଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଅନେକ ଜିଲ୍ଲାରେ ପେଟ୍ରୋଲର ମୂଲ୍ୟ ଆଜି ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି।

ତୈଳ ମାର୍କେଟିଂ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ ଟାରେ ପେଟ୍ରୋଲ-ଡିଜେଲ ମୂଲ୍ୟ ସଂଶୋଧନ କରନ୍ତି।
ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହିତ ଘରୋଇ ବଜାରରେ ଭାରି ଟିକସ ଏବଂ ମାଲ ପରିବହନ କାରଣରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି।
ମହାରାଷ୍ଟ୍ରର ନନ୍ଦେଡ, ରାଜସ୍ଥାନର ଜୈସଲମେର, ଗଙ୍ଗାନଗରରେ ଲିଟର ପିଛା ୧୦୦ ପାର କରିଥିବା ବେଳେ ଅନୁପପୁର, ନାଗରାବାଦ, ରେୱା ଏବଂ ଛିନ୍ଦୱାଡ଼ାରେ ପେଟ୍ରୋଲର ମୂଲ୍ୟ ମଧ୍ୟ ୧୦୦ ପାର କରିଛି।

ଆଜି ବିଭିନ୍ନ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କେତେ?

ଘରୋଇ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆଜି ଦେଶର ବିଭିନ୍ନ ସହର ପାଇଁ ପେଟ୍ରୋଲର ମୂଲ୍ୟ ଲିଟର କୌଣସି ପରିବର୍ତ୍ତନ କରିନାହାଁନ୍ତି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୨.୫୮ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୩.୨୨ ଟଙ୍କାରେ ପହଁଚିଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲର ନୂଆ ମୂଲ୍ୟ ୯୮.୮୮ ଟଙ୍କା ରହିଛି।

ଆଜି କୋଲକାତାରେ ଗୋଟିଏ ଲିଟର ପେଟ୍ରୋଲ ୯୨.୬୭ ଟଙ୍କା ଅଛି। ଚେନ୍ନାଇରେ ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୪.୩୧ ଟଙ୍କା ହୋଇଛି।

ମେଟ୍ରୋ ସିଟିଗୁଡ଼ିକରେ ପେଟ୍ରୋଲ ଦର
ନୂଆଦିଲ୍ଲୀରେ – ୯୨.୫୮ ଟଙ୍କା ପ୍ରତି ଲିଟର।

ମୁମ୍ବାଇ ସିଟିରେ – ୯୮.୮୮ ଟଙ୍କା ପ୍ରତି ଲିଟର।

କୋଲକାତାରେ – ୯୨.୬୭ ଟଙ୍କା ପ୍ରତି ଲିଟର।

ଚେନ୍ନାଇରେ – ୯୪.୩୧ ଟଙ୍କା ପ୍ରତି ଲିଟର।

ଓଡ଼ିଶାରେ ଜିଲ୍ଲାୱାରୀ ପେଟ୍ରୋଲ ଦର

ଅନୁଗୁଳ ଜିଲ୍ଲାରେ ୯୪.୭୪ ଟଙ୍କା ପ୍ରତି ଲିଟର।

ବାଲେଶ୍ୱର ଜିଲ୍ଲାରେ ୯୩.୪୭ଟଙ୍କା ପ୍ରତି ଲିଟର।

ବରଗଡ ଜିଲ୍ଲାରେ ୯୪.୫୯ଟଙ୍କା ପ୍ରତି ଲିଟର।

ଭଦ୍ରକ ଜିଲ୍ଲାରେ ୯୩.୯୮ ଟଙ୍କା ପ୍ରତି ଲିଟର।

ବଲାଙ୍ଗୀର ଜିଲ୍ଲାରେ ୯୫.୨୭ଟଙ୍କା ପ୍ରତି ଲିଟର।

ବୌଦ୍ଧ ଜିଲ୍ଲାରେ ୯୫.୧୦ଟଙ୍କା ପ୍ରତି ଲିଟର।

କଟକ ଜିଲ୍ଲାରେ ୯୩.୬୧ଟଙ୍କା ପ୍ରତି ଲିଟର।

ଦେବଗଡ଼ ଜିଲ୍ଲାରେ ୯୪.୧୯ଟଙ୍କା ପ୍ରତି ଲିଟର।

ଢେଙ୍କାନାଳ ଜିଲ୍ଲାରେ ୯୪.୨୯ଟଙ୍କା ପ୍ରତି ଲିଟର।

ଗଜପତି ଜିଲ୍ଲାରେ ୯୫.୮୨ ଟଙ୍କା ପ୍ରତି ଲିଟର।

ଗଞ୍ଜାମ ଜିଲ୍ଲାରେ ୯୪.୭୯ଟଙ୍କା ପ୍ରତି ଲିଟର।

ଜଗତସିଂହପୁର ଜିଲ୍ଲାରେ ୯୩.୧୯ଟଙ୍କା ପ୍ରତି ଲିଟର।

ଯାଜପୁର ଜିଲ୍ଲାରେ ୯୩.୮୮ ଟଙ୍କା ପ୍ରତି ଲିଟର।

ଝାରସୁଗୁଡା ଜିଲ୍ଲାରେ ୯୩.୩୦ଟଙ୍କା ପ୍ରତି ଲିଟର।

କଳାହାଣ୍ଡି ଜିଲ୍ଲାରେ ୯୬.୩୭ଟଙ୍କା ପ୍ରତି ଲିଟର।

କନ୍ଧମାଳ ଜିଲ୍ଲାରେ ୯୪.୮୩ ଟଙ୍କା ପ୍ରତି ଲିଟର।

କେନ୍ଦ୍ରାପଡା ଜିଲ୍ଲାରେ ୯୩.୦୭ଟଙ୍କା ପ୍ରତି ଲିଟର।

କେନ୍ଦୁଝର ଜିଲ୍ଲାରେ ୯୪.୪୦ ଟଙ୍କା ପ୍ରତି ଲିଟର।

ଖୋର୍ଦ୍ଧା ଜିଲ୍ଲାରେ ୯୩.୭୮ଟଙ୍କା ପ୍ରତି ଲିଟର।

କୋରାପୁଟ ଜିଲ୍ଲାରେ ୯୭.୬୭ଟଙ୍କା ପ୍ରତି ଲିଟର।

ମାଲକାନଗିରି ଜିଲ୍ଲାରେ ୯୮.୩୫ଟଙ୍କା ପ୍ରତି ଲିଟର।

ମୟୂରଭଞ୍ଜ ଜିଲ୍ଲାରେ ୯୩.୭୦ଟଙ୍କା ପ୍ରତି ଲିଟର।

ନବରଙ୍ଗପୁର ଜିଲ୍ଲାରେ ୯୬.୭୦ଟଙ୍କା ପ୍ରତି ଲିଟର।

ନୟାଗଡ଼ ଜିଲ୍ଲାରେ ୯୩.୪୮ଟଙ୍କା ପ୍ରତି ଲିଟର।

ନୂଆପଡ଼ା ଜିଲ୍ଲାରେ ୯୫.୯୪ଟଙ୍କା ପ୍ରତି ଲିଟର।

ପୁରୀ ଜିଲ୍ଲାରେ ୯୩.୩୫ଟଙ୍କା ପ୍ରତି ଲିଟର।

ରାୟଗଡ଼ା ଜିଲ୍ଲାରେ ୯୬.୮୦ଟଙ୍କା ପ୍ରତି ଲିଟର।

ସମ୍ବଲପୁର ଜିଲ୍ଲାରେ ୯୩.୮୮ଟଙ୍କା ପ୍ରତି ଲିଟର।

ସୋନପୁର ଜିଲ୍ଲାରେ ୯୪.୫୬ଟଙ୍କା ପ୍ରତି ଲିଟର।

ସୁନ୍ଦରଗଡ ଜିଲ୍ଲାରେ ୯୪.୧୮ଟଙ୍କା ପ୍ରତି ଲିଟର।

ଓଡ଼ିଶାରେ ଜିଲ୍ଲାୱାରୀ ଡିଜେଲ ଦର

ଅନୁଗୁଳରେ – ୯୨.୦୯ ଟଙ୍କା ପ୍ରତି ଲିଟର।

ବାଲେଶ୍ୱରରେ – ୯୦.୮୬ ଟଙ୍କା ପ୍ରତି ଲିଟର।

ବରଗଡରେ – ୯୧.୯୫ ଟଙ୍କା ପ୍ରତି ଲିଟର।

ଭଦ୍ରକରେ – ୯୧.୩୬ ଟଙ୍କା ପ୍ରତି ଲିଟର।

ବଲାଙ୍ଗୀରରେ – ୯୨.୬୦ ଟଙ୍କା ପ୍ରତି ଲିଟର।

ବୌଦ୍ଧରେ – ୯୨.୪୨ ଟଙ୍କା ପ୍ରତି ଲିଟର।

କଟକରେ – ୯୦.୯୭ ଟଙ୍କା ପ୍ରତି ଲିଟର।

ଦେବଗଡ଼ରେ – ୯୧.୫୬ ଟଙ୍କା ପ୍ରତି ଲିଟର।

ଢେଙ୍କାନାଳରେ – ୯୧.୬୩ ଟଙ୍କା ପ୍ରତି ଲିଟର।

ଗଜପତିରେ – ୯୩.୧୦ ଟଙ୍କା ପ୍ରତି ଲିଟର।

ଗଞ୍ଜାମରେ – ୯୨.୧୨ ଟଙ୍କା ପ୍ରତି ଲିଟର।

ଜଗତସିଂହପୁରରେ – ୯୦.୫୬ ଟଙ୍କା ପ୍ରତି ଲିଟର।

ଯାଜପୁରରେ – ୯୧.୨୨ ଟଙ୍କା ପ୍ରତି ଲିଟର।

ଝାରସୁଗୁଡାରେ – ୯୦.୭୦ ଟଙ୍କା ପ୍ରତି ଲିଟର।

କଳାହାଣ୍ଡିରେ – ୯୩.୬୬ ଟଙ୍କା ପ୍ରତି ଲିଟର।

କନ୍ଧମାଳରେ – ୯୨.୧୫ ଟଙ୍କା ପ୍ରତି ଲିଟର।

କେନ୍ଦ୍ରାପଡାରେ – ୯୦.୪୪ ଟଙ୍କା ପ୍ରତି ଲିଟର।

କେନ୍ଦୁଝରରେ – ୯୧.୭୧ ଟଙ୍କା ପ୍ରତି ଲିଟର।

ଖୋର୍ଦ୍ଧାରେ – ୯୧.୧୫ ଟଙ୍କା ପ୍ରତି ଲିଟର।

କୋରାପୁଟରେ – ୯୪.୯୨ ଟଙ୍କା ପ୍ରତି ଲିଟର।

ମାଲକାନଗିରିରେ – ୯୫.୫୭ ଟଙ୍କା ପ୍ରତି ଲିଟର।

ମୟୂରଭଞ୍ଜରେ – ୯୧.୦୮ ଟଙ୍କା ପ୍ରତି ଲିଟର।

ନବରଙ୍ଗପୁରରେ – ୯୩.୯୮ ଟଙ୍କା ପ୍ରତି ଲିଟର।

ନୟାଗଡ଼ରେ – ୯୦.୮୫ ଟଙ୍କା ପ୍ରତି ଲିଟର।

ନୂଆପଡ଼ାରେ – ୯୩.୨୫ ଟଙ୍କା ପ୍ରତି ଲିଟର।

ପୁରୀରେ – ୯୦.୭୩ ଟଙ୍କା ପ୍ରତି ଲିଟର।

ରାୟଗଡ଼ାରେ – ୯୪.୦୫ ଟଙ୍କା ପ୍ରତି ଲିଟର।

ସମ୍ବଲପୁରରେ – ୯୧.୨୬ ଟଙ୍କା ପ୍ରତି ଲିଟର।

ସୋନପୁରରେ – ୯୧.୯୨ ଟଙ୍କା ପ୍ରତି ଲିଟର।

ସୁନ୍ଦରଗଡରେ – ୯୧.୫୫ ଟଙ୍କା ପ୍ରତି ଲିଟର।

ବିଭିନ୍ନ ରାଜ୍ୟରେ ଆଜିକ ପେଟ୍ରୋଲ ଦର

ତ୍ରିପୁରାରେ – ୯୨.୩୮ ଟଙ୍କା ପ୍ରତି ଲିଟର।

ଉତ୍ତରପ୍ରଦେଶରେ – ୯୦.୩୩ ଟଙ୍କା ପ୍ରତି ଲିଟର।

ଉତ୍ତରାଖଣ୍ଡରେ – ୯୧.୨୧ ଟଙ୍କା ପ୍ରତି ଲିଟର।

ପଶ୍ଚିମବଙ୍ଗରେ – ୯୪.୦୫ ଟଙ୍କା ପ୍ରତି ଲିଟର।