Odiapua.com

ରାଜ୍ୟରେ ଆଜି ୬ ହଜାରରୁ ଅଧିକ ସଂକ୍ରମଣ: ୬୭୩୬ନୂଆ ଆକ୍ରାନ୍ତ ଚିହ୍ନଟ, ୩୪ ଜଣଙ୍କର ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର ୨୭-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୬ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୬୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୬୧୮ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାରୁ ୫ ଜଣ ,
ବୌଦ୍ଧ ଜିଲ୍ଲାରୁ ୩ ଜଣ ,
ଢେଙ୍କାନାଳ ଜିଲ୍ଲାରୁ ୧ ଜଣ ,
ଗଜପତି ଜିଲ୍ଲାରୁ ୨ ଜଣ ,
ଝାରସୁଗୁଡା ଜିଲ୍ଲାରୁ ୨ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୪ ଜଣ ,
କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ,
ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ,
ନୂଆପଡ଼ା ଜିଲ୍ଲାରୁ ୩ ଜଣ ,
ପୁରୀ ଜିଲ୍ଲାରୁ ୧ ଜଣ ,
ରାୟଗଡ଼ା ଜିଲ୍ଲାରୁ ୨ ଜଣ ଏବଂ
ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ
ମୋଟରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ ଘଂଟାରେ ୬୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ପଜିଟିଭ୍ କେସ୍ : ୬୭୩୬

କ୍ୱାରେଣ୍ଟିନ ସେଣ୍ଟରରୁ: ୩୭୭୪

ସ୍ଥାନୀୟ ସମ୍ପର୍କରୁ: ୨୯୬୨

ଜିଲ୍ଲା ୱାରୀ ପଜିଟିଭ୍ ମାମଲା:

୧ – ଅନୁଗୁଳ: ୭୮୮

୨ – ବାଲେଶ୍ୱର: ୭୧

୩ – ବରଗଡ: ୪୦୫

୪ – ଭଦ୍ରକ: ୨୦୬

୫ – ବାଲାଙ୍ଗୀର: ୧୪୪

୬ – ବୌଦ୍ଧ: ୨୬୨

୭ – କଟକ: ୩୬୨

୮ – ଦେବଗଡ଼: ୬୪

୯ – ଢେଙ୍କାନାଳ: ୧୭୮

୧୦ – ଗଜପତି: ୮୦

୧୧ – ଗଞ୍ଜାମ: ୧ ୬୬

୧୨ – ଜଗତସିଂହପୁର: ୧୦୬

୧୩ – ଯାଜପୁର: ୩୭୪

୧୪ – ଝାରସୁଗୁଡ଼ା: ୧୨୦

୧୫ – କଳାହାଣ୍ଡି: ୨୪୧

୧୬ – କନ୍ଧମାଳ: ୮୫

୧୭ – କେନ୍ଦ୍ରାପଡା: ୨୪

୧୮ – କେନ୍ଦୁଝର: ୨୪

୧୯ – ଖୋର୍ଦ୍ଧା: ୫୧୭

୨୦ – କୋରାପୁଟ: ୨୧୯

୨୧ – ମାଲକାନଗିରି: ୯୮

୨୨ – ମୟୂରଭଞ୍ଜ: ୩୪

୨୩ – ନବରଙ୍ଗପୁର: ୨୮୨

୨୪ – ନୟାଗଡ଼: ୨୦୭

୨୫ – ନୁଆପଡା: ୪୮

୨୬ – ପୁରୀ: ୨୬୫

୨୭ – ରାୟଗଡ଼ା: ୧୨୩

୨୮ – ସମ୍ବଲପୁର: ୩୦୯

୨୯ – ସୋନପୁର: ୮୨

୩୦ – ସୁନ୍ଦରଗଡ: ୭୨୦

୩୧ – ରାଜ୍ୟ ପୁଲ୍: ୧୦୨

ଗତକାଲି ସୁସ୍ଥ ହୋଇଥିଲେ: ୧୦୬୩୫

ସଂଗୃହିତ ପରୀକ୍ଷଣ: ୧୧୫୫୨୯୮୫

ସକରାତ୍ମକ: ୭୩୨୭୩୯

ପୁନରୁଦ୍ଧାର: ୬୨୩୬୨୮

ସକ୍ରିୟ ମାମଲା: ୧୦୬୪୪୦