Odiapua.com

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୬୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୨୭୮୯୨ କୁ ବୃଦ୍ଧି

ଭୁବନେଶ୍ୱର ୦୭-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୬୧ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୨୭୮୯୨ କୁ ବୃଦ୍ଧି ପାଇଛି।

– ୩୦ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୬୭

– ନୂଆ ଆକ୍ରାନ୍ତ : ୩୮୬୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୨୭୮
– ସ୍ଥାନୀୟ ଅଞ୍ଚଳରୁ୧୫୮୩

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୨୦
୨- ବାଲେଶ୍ୱର ଜିଲ୍ଲାରୁ – ୧୦୫
୩- ବରଗଡ଼ ଜିଲ୍ଲାରୁ – ୧୭୬
୪- ଭଦ୍ରକ ଜିଲ୍ଲାରୁ – ୭୪
୫- ବଲାଙ୍ଗୀର ଜିଲ୍ଲାରୁ – ୭୫
୬- ବୌଦ୍ଦ ଜିଲ୍ଲାରୁ – ୨୨
୭- କଟକ ଜିଲ୍ଲାରୁ – ୩୮୬
୮- ଦେବଗଡ଼ ଜିଲ୍ଲାରୁ – ୧୨
୯- ଢେଙ୍କାନାଳ ଜିଲ୍ଲାରୁ – ୭୪
୧୦- ଗଜପତି ଜିଲ୍ଲାରୁ – ୧୪
୧୧- ଗଞ୍ଜାମ ଜିଲ୍ଲାରୁ – ୯୧
୧୨- ଜଗତସିଂହପୁର ଜିଲ୍ଲାରୁ – ୮୬
୧୩- ଯାଜପୁର ଜିଲ୍ଲାରୁ – ୨୮୫
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୯୯
୧୫- କଳାହାଣ୍ଡି ଜିଲ୍ଲାରୁ – ୨୮
୧୬- କନ୍ଧମାଳ ଜିଲ୍ଲାରୁ – ୨୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୩
୧୮- କେନ୍ଦୁଝର ଜିଲ୍ଲାରୁ – ୬୬
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୬୭
୨୦- କୋରାପୁଟ ଜିଲ୍ଲାରୁ – ୮୬
୨୧- ମାଲକାନଗିରି : ୩୩
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୨
୨୩- ନବରଙ୍ଗପୁର ଜିଲ୍ଲାରେ: ୪୪
୨୪- ନୟାଗଡ଼ ଜିଲ୍ଲାରୁ – ୫୭
୨୫- ନୂଆପଡ଼ା ଜିଲ୍ଲାରୁ – ୪୮
୨୬- ପୁରୀ ଜିଲ୍ଲାରୁ – ୨୦୦
୨୭- ରାୟଗଡ଼ା ଜିଲ୍ଲାରୁ – ୧୫୩
୨୮- ସମ୍ବଲପୁର ଜିଲ୍ଲାରୁ – ୭୭
୨୯- ସୋନପୁର ଜିଲ୍ଲାରୁ – ୧୧୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୬
୩୧- State Pool: ୧୪୦
– ନୂଆ ସୁସ୍ଥ ହୋଇଥିଲେ୨୫୯୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୧୪୩୫୬୬
– ମୋଟ ଆକ୍ରାନ୍ତ୧୨୭୮୯୨
– ମୋଟ ସୁସ୍ଥ ହେଲେଣି ୯୬୩୬୪
– ସକ୍ରୀୟ ଆକ୍ରାନ୍ତ – ୩୦୯୧୯