ଭୁବନେଶ୍ୱର ୧୮-୭ (ଓଡ଼ିଆ ପୁଅ) ରାଜ୍ୟରେ ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୭୦୧ କୁ ବୃଦ୍ଧି ହୋଇଛି।
– ନୂଆ ଆକ୍ରାନ୍ତ: ୫୯୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୯୪
– ସ୍ଥାନୀୟ ଅଞ୍ଚଳରୁ୧୯୭
– ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ – ୧୮୨
– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୧୩
୩- ବଗଗଡ଼ ଜିଲ୍ଲାରେ: ୩୫
୪- ଭଦ୍ରକ ଜିଲ୍ଲାରୁ – ୩
୫- ବଲାଙ୍ଗୀର ଜିଲ୍ଲା: ୯
୬- ବୌଦ୍ଦ ଜିଲ୍ଲାରୁ – ୫
୭- କଟକ ଜିଲ୍ଲାରୁ – ୩୮
୮- ଦେବଗଡ଼ ଜିଲ୍ଲାରୁ – ୩
୯- ଢେଙ୍କାନାଳ ଜିଲ୍ଲାରୁ – ୯
୧୦- ଗଞ୍ଜାମ ଜିଲ୍ଲାରୁ – ୧୮୨
୧୧- ଜଗତସିଂହପୁର ଜିଲ୍ଲାରୁ – ୨୨
୧୨- ଯାଜପୁର ଜିଲ୍ଲାରୁ – ୧୯
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୫
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮
୧୫- କେନ୍ଦୁଝର ଜିଲ୍ଲାରୁ – ୬
୧୬- ଖୋର୍ଦ୍ଧା : ୧୨୧
୧୭- କୋରାପୁଟ ଜିଲ୍ଲାରୁ – ୪
୧୮- ମାଲକାନଗିରି : ୮
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୨୦- ନବରଙ୍ଗପୁର ଜିଲ୍ଲାରୁ – ୨୨
୨୧- ନୟାଗଡ଼ ଜିଲ୍ଲାରୁ – ୧୧
୨୨- ପୁରୀ ଜିଲ୍ଲାରୁ – ୬
୨୩- ରାୟଗଡ଼ା ଜିଲ୍ଲାରୁ – ୧
୨୪- ସମ୍ବଲପୁର ଜିଲ୍ଲାରୁ – ୨୦
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୧୮
– ନୂଆ ସୁସ୍ଥ ହୋଇଥିଲେ ୪୫୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୭୭୮୯୩
– ମୋଟ ଆକ୍ରାନ୍ତ ୧୬୭୦୧
– ମୋଟ ସୁସ୍ଥ ହେଲେଣି ୧୧୩୩୦
– ସକ୍ରୀୟ ଆକ୍ରାନ୍ତ – ୫୨୫୯