Odiapua.com

ରାଜ୍ୟରେ ଆଜି ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୯୮୩୫ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର ୨୨-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୯୮୩୫ କୁ ବୃଦ୍ଧି ପାଇଛି।

 

– ନୂଆ ଆକ୍ରାନ୍ତ: ୧୦୭୮

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୨୧

– ସ୍ଥାନୀୟ ଅଞ୍ଚଳରୁ୩୫୭

– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୭୧

– ଜାଣନ୍ତୁ କେଉଁ ଜିଲ୍ଲାରୁ –  କେତେ

୧- ଅନୁଗୁଳ ଜିଲ୍ଲାରୁ –  ୧

୨- ବାଲେଶ୍ୱର ଜିଲ୍ଲାରୁ –  ୧୦

୩- ବରଗଡ଼ ଜିଲ୍ଲାରୁ –  ୨୬

୪- ଭଦ୍ରକ ଜିଲ୍ଲାରୁ –  ୧

୫- ବଲାଙ୍ଗୀର ଜିଲ୍ଲାରୁ –  ୬

୬- ବୌଦ୍ଦ ଜିଲ୍ଲାରୁ –  ୩

୭- କଟକ ଜିଲ୍ଲାରୁ –  ୫୭

୮- ଢେଙ୍କାନାଳ ଜିଲ୍ଲାରୁ –  ୨

୯- ଗଜପତି ଜିଲ୍ଲାରୁ –  ୨୪

୧୦- ଗଞ୍ଜାମ ଜିଲ୍ଲାରୁ –  ୩୭୧

୧୧- ଜଗତସିଂହପୁର ଜିଲ୍ଲାରୁ –  ୩୫

୧୨- ଯାଜପୁର ଜିଲ୍ଲାରୁ –  ୨୦

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୩୪

୧୪- କଳାହାଣ୍ଡି ଜିଲ୍ଲାରୁ –  ୧୫

୧୫- କନ୍ଧମାଳ ଜିଲ୍ଲାରୁ –  ୧୩

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୪

୧୭- କେନ୍ଦୁଝର ଜିଲ୍ଲାରୁ –  ୧୬

୧୮- ଖୋର୍ଦ୍ଧା : ୧୨୧

୧୯- କୋରାପୁଟ ଜିଲ୍ଲାରୁ –  ୧୫

୨୦- ମାଲକାନଗିରି : ୬୬

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୧୩

୨୨- ନବରଙ୍ଗପୁର ଜିଲ୍ଲାରେ: ୧୭

୨୩- ନୟାଗଡ଼ ଜିଲ୍ଲାରୁ –  ୫

୨୪- ପୁରୀ ଜିଲ୍ଲାରୁ –  ୨୮

୨୫- ରାୟଗଡ଼ା ଜିଲ୍ଲାରୁ –  ୯୬

୨୬- ସମ୍ବଲପୁର ଜିଲ୍ଲାରୁ –  ୨୦

୨୭- ସୋନପୁର ଜିଲ୍ଲାରୁ –  ୧୦

୨୮- ସୁନ୍ଦରଗଡ଼ ଜିଲ୍ଲାରୁ –  ୨୯

 

– ନୂଆ ସୁସ୍ଥ ହୋଇଥିଲେ ୪୦୦

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୪୧୦୯୨୧

– ମୋଟ ଆକ୍ରାନ୍ତ ୧୯୮୩୫

– ମୋଟ ସୁସ୍ଥ ହେଲେଣି ୧୩୩୦୯

– ସକ୍ରୀୟ ଆକ୍ରାନ୍ତ –  ୬୩୮୭