ଭୁବନେଶ୍ୱର ୨୨-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୯୮୩୫ କୁ ବୃଦ୍ଧି ପାଇଛି।
– ନୂଆ ଆକ୍ରାନ୍ତ: ୧୦୭୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୨୧
– ସ୍ଥାନୀୟ ଅଞ୍ଚଳରୁ୩୫୭
– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୭୧
– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୧୦
୩- ବରଗଡ଼ ଜିଲ୍ଲାରୁ – ୨୬
୪- ଭଦ୍ରକ ଜିଲ୍ଲାରୁ – ୧
୫- ବଲାଙ୍ଗୀର ଜିଲ୍ଲାରୁ – ୬
୬- ବୌଦ୍ଦ ଜିଲ୍ଲାରୁ – ୩
୭- କଟକ ଜିଲ୍ଲାରୁ – ୫୭
୮- ଢେଙ୍କାନାଳ ଜିଲ୍ଲାରୁ – ୨
୯- ଗଜପତି ଜିଲ୍ଲାରୁ – ୨୪
୧୦- ଗଞ୍ଜାମ ଜିଲ୍ଲାରୁ – ୩୭୧
୧୧- ଜଗତସିଂହପୁର ଜିଲ୍ଲାରୁ – ୩୫
୧୨- ଯାଜପୁର ଜିଲ୍ଲାରୁ – ୨୦
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୩୪
୧୪- କଳାହାଣ୍ଡି ଜିଲ୍ଲାରୁ – ୧୫
୧୫- କନ୍ଧମାଳ ଜିଲ୍ଲାରୁ – ୧୩
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୪
୧୭- କେନ୍ଦୁଝର ଜିଲ୍ଲାରୁ – ୧୬
୧୮- ଖୋର୍ଦ୍ଧା : ୧୨୧
୧୯- କୋରାପୁଟ ଜିଲ୍ଲାରୁ – ୧୫
୨୦- ମାଲକାନଗିରି : ୬୬
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୨୨- ନବରଙ୍ଗପୁର ଜିଲ୍ଲାରେ: ୧୭
୨୩- ନୟାଗଡ଼ ଜିଲ୍ଲାରୁ – ୫
୨୪- ପୁରୀ ଜିଲ୍ଲାରୁ – ୨୮
୨୫- ରାୟଗଡ଼ା ଜିଲ୍ଲାରୁ – ୯୬
୨୬- ସମ୍ବଲପୁର ଜିଲ୍ଲାରୁ – ୨୦
୨୭- ସୋନପୁର ଜିଲ୍ଲାରୁ – ୧୦
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୨୯
– ନୂଆ ସୁସ୍ଥ ହୋଇଥିଲେ ୪୦୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୪୧୦୯୨୧
– ମୋଟ ଆକ୍ରାନ୍ତ ୧୯୮୩୫
– ମୋଟ ସୁସ୍ଥ ହେଲେଣି ୧୩୩୦୯
– ସକ୍ରୀୟ ଆକ୍ରାନ୍ତ – ୬୩୮୭