Odiapua.com

ପୁଣି ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମଣ: ୧୨,୫୨୩ ନୂଆ ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୨୭ ମୁଣ୍ଡ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୧୨,୫୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କ୍ୱାରେଣ୍ଟିନ ସେଣ୍ଟରରୁ ୭,୦୧୨ ଏବଂ ସ୍ଥାନୀୟ ସମ୍ପର୍କରୁ ୫,୫୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୪୩୦ କୁ ବୃଦ୍ଧି ପାଇଛି।

ବରଗଡ ଜିଲ୍ଲାରୁ ୧ ଜଣ ,
ବଲାଙ୍ଗୀର ଜିଲ୍ଲାରୁ ୧ ଜଣ ,
ବୌଦ୍ଧ ଜିଲ୍ଲାରୁ ୧ ଜଣ ,
ଗଜପତି ଜିଲ୍ଲାରୁ ୧ ଜଣ ,
ଝାରସୁଗୁଡା ଜିଲ୍ଲାରୁ ୧ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୨ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ,
କୋରାପୁଟ ଜିଲ୍ଲାରୁ ୪ ଜଣ ,
ନବରଙ୍ଗପୁର ଜିଲ୍ଲାରୁ ୧ ଜଣ ,
ନୂଆପଡ଼ା ଜିଲ୍ଲାରୁ ୩ ଜଣ ,
ପୁରୀ ଜିଲ୍ଲାରୁ ୧ ଜଣ ,
ରାୟଗଡ଼ା ଜିଲ୍ଲାରୁ ୩ ଜଣ ,
ସୋନପୁର ଜିଲ୍ଲାରୁ ୧ ଜଣ , ଏବଂ
ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ,
ମୋଟ ୨୭ ଜଣଙ୍କର ମୃତ୍ୟୁ ହୋଇଛି।

ନୂତନ ସକରାତ୍ମକ ମାମଲା: ୧୨୫୨୩

କ୍ୱାରେଣ୍ଟିନରୁ: ୭୦୧୨

ସ୍ଥାନୀୟ ସମ୍ପର୍କ: ୫୫୧୧

ଜିଲ୍ଲା ୱାରୀ ମାମଲା:

୧ – ଅନୁଗୁଳ: ୯୩୦

୨ – ବାଲେଶ୍ୱର: ୫୧୦

୩ – ବରଗଡ: ୩୧୫

୪ – ଭଦ୍ରକ: ୧୭୭

୫ – ବଲାଙ୍ଗୀର: ୨୯୬

୬ – ବୌଦ୍ଧ: ୩୬୫

୭ – କଟକ: ୧୦୮୪

୮ – ଦେବଗଡ଼: ୧୦୬

୯ – ଢେଙ୍କାନାଳ: ୧୩୨

୧୦ – ଗଜପତି: ୫୩

୧୧ – ଗଞ୍ଜାମ: ୩୬୯

୧୨ – ଜଗତସିଂହପୁର: ୩୨୫

୧୩ – ଯାଜପୁର: ୪୧୯

୧୪ – ଝାରସୁଗୁଡା: ୩୭୩

୧୫ – କଳାହାଣ୍ଡି: ୪୯୧

୧୬ – କନ୍ଧମାଳ: ୧୦୦

୧୭ – କେନ୍ଦ୍ରାପଡା: ୧୯୫

୧୮ – କେନ୍ଦୁଝର: ୨୩୨

୧୯ – ଖୋର୍ଦ୍ଧା: ୧୮୪୨

୨୦ – କୋରାପୁଟ: ୨୩୩

୨୧ – ମାଲକାନଗିରି: ୭୩

୨୨ – ମୟୂରଭଞ୍ଜ: ୫୪୬

୨୩ – ନବରଙ୍ଗପୁର: ୩୮୩

୨୪ – ନୟାଗଡ଼: ୩୧୫

୨୫ – ନୁଆପଡା: ୧୨୯

୨୬ – ପୁରୀ: ୫୬୮

୨୭ – ରାୟଗଡ଼ା: ୩୨୧

୨୮ – ସମ୍ବଲପୁର: ୪୦୦

୨୯ – ସୋନପୁର: ୨୦୨

୩୦ – ସୁନ୍ଦରଗଡ: ୭୧୫

୩୧ – ରାଜ୍ୟ ପୁଲ୍: ୩୨୪

ନୂତନ ପୁନରୁଦ୍ଧାର: ୯୮୭୦

ସଂଗୃହିତ ପରୀକ୍ଷଣ: ୧୧୧୮୦୬୪୯

ସକରାତ୍ମକ: ୬୬୮୪୨୨

ପୁନରୁଦ୍ଧାର: ୫୫୬୫୦୧

ସକ୍ରିୟ ମାମଲା: ୧୦୯୪୩୮