Odiapua.com

ରାଜ୍ୟରେ ଆଜି ୧୦୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ୬୭ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର ୨-୮ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ନୂଆ ୧୦୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୧୦୩୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୯୮
– ସ୍ଥାନୀୟ ଅଞ୍ଚଳରୁ୪୩୪
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୪୮
୨- ବାଲେଶ୍ୱର ଜିଲ୍ଲାରୁ – ୩୬
୩- ବରଗଡ଼ ଜିଲ୍ଲାରୁ – ୮
୪- ଭଦ୍ରକ ଜିଲ୍ଲାରୁ – ୪୭
୫- ବଲାଙ୍ଗୀର ଜିଲ୍ଲାରୁ – ୪
୬- ବୌଦ୍ଦ ଜିଲ୍ଲାରୁ – ୨
୭- କଟକ ଜିଲ୍ଲାରୁ – ୧୫୪
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୨୫
୧୦- ଗଜପତି ଜିଲ୍ଲାରୁ – ୬
୧୧- ଗଞ୍ଜାମ ଜିଲ୍ଲାରୁ – ୮
୧୨- ଜଗତସିଂହପୁର ଜିଲ୍ଲାରୁ – ୮୨
୧୩- ଯାଜପୁର ଜିଲ୍ଲାରୁ – ୪୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୫- କଳାହାଣ୍ଡି ଜିଲ୍ଲାରୁ – ୬
୧୬- କନ୍ଧମାଳ ଜିଲ୍ଲାରୁ – ୧୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୮
୧୮- କେନ୍ଦୁଝର ଜିଲ୍ଲାରୁ – ୨୩
୧୯- ଖୋର୍ଦ୍ଧାରୁ : ୨୩୭
୨୦- କୋରାପୁଟ ଜିଲ୍ଲାରୁ – ୯
୨୧- ମାଲକାନଗିରି : ୬
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୦
୨୩- ନବରଙ୍ଗପୁର ଜିଲ୍ଲାରେ: ୬
୨୪- ନୟାଗଡ଼ ଜିଲ୍ଲାରୁ – ୩୦
୨୫- ନୂଆପଡ଼ା ଜିଲ୍ଲାରୁ – ୧
୨୬- ପୁରୀ ଜିଲ୍ଲାରୁ – ୮୨
୨୭- ରାୟଗଡ଼ା ଜିଲ୍ଲାରୁ – ୮
୨୮- ସମ୍ବଲପୁର ଜିଲ୍ଲାରୁ – ୧୯
୨୯- ସୋନପୁର ଜିଲ୍ଲାରୁ – ୧୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୨୩
୩୧- State Pool: ୫୦
– ନୂଆ ସୁସ୍ଥ ହୋଇଥିଲେ୧୭୭୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୬୧୬୪୫୪୩
– ମୋଟ ଆକ୍ରାନ୍ତ ୯୭୯୭୩୭
– ମୋଟ ସୁସ୍ଛ ହୋଲେଣି ୯୫୮୬୦୧
– ସକ୍ରୀୟ ଆକ୍ରାନ୍ତ – ୧୫୦୫୦

ରାଜ୍ୟରେ ଆଜି ୬୭ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୬, ୦୩୩ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ଅନୁଗୁଳ ୩ ଜଣ,

ବାଲେଶ୍ୱର ୨ ଜଣ,

ବରଗଡ ୧ ଜଣ,

ଭଦ୍ରକ ୩ ଜଣ,

କଟକ ୧୦ ଜଣ,

ଢେଙ୍କାନାଳ ୫ ଜଣ,

ଗଞ୍ଜାମ ୪ ଜଣ,

ଜଗତସିଂହପୁର ୪ ଜଣ,

ଯାଜପୁର ୧ ଜଣ,

ଝାରସୁଗୁଡ଼ା ୨ ଜଣ,

କେନ୍ଦ୍ରାପଡା ୨ ଜଣ,

କେନ୍ଦୁଝର ୧ ଜଣ,

ଖୋର୍ଦ୍ଧା ୧୨ ଜଣ,

ପୁରୀ ୬ ଜଣ,

ସୁନ୍ଦରଗଡ ୧୧ ଜଣ,

ମୋଟ ୬୭ ଜଣଙ୍କର ମୃତ୍ୟୁ ହୋଇଛି।