ଭୁବନେଶ୍ୱର ୦୩-୦୭ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୪,୧୫୪ କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲ୍ଲାର ଜଣେ
ବରଗଡ ଜିଲ୍ଲାର ୫ ଜଣ,
ଖୋର୍ଦ୍ଧା ଜିଲ୍ଲାର ୯ ଜଣ (ଭୁବନେଶ୍ୱରର ୫ ଜଣ),
କଟକ ଜିଲ୍ଲାର ୫ ଜଣ,
ଢେଙ୍କାନାଳ ଜିଲ୍ଲାର ୪ ଜଣ,
ଗଞ୍ଜାମ ଜିଲ୍ଲାର ଜଣେ,
ଝାରସୁଗୁଡା ଜିଲ୍ଲାର ଜଣେ,
କନ୍ଧମାଳ ଜିଲ୍ଲାର ଜଣେ,
କେନ୍ଦ୍ରାପଡା ଜିଲ୍ଲାର ଜଣେ,
କୋରାପୁଟ ଜିଲ୍ଲାର ୩ ଜଣ,
ମୟୁରଭଞ୍ଜ ଜିଲ୍ଲାର ଜଣେ,
ନୟାଗଡ଼ ଜିଲ୍ଲାର ୨ ଜଣ,
ପୁରୀ ଜିଲ୍ଲାର ୨ ଜଣ,
ସମ୍ବଲପୁର ଜିଲ୍ଲାର ୩ ଜଣ,
ସୁବର୍ଣ୍ଣପୁର ଜିଲ୍ଲାର ୩ ଜଣ,
ସୁନ୍ଦରଗଡ ଜିଲ୍ଲାର ୩ ଜଣ
ମୋଟ ୪୫ ଜଣଙ୍କର ମୃତ୍ୟୁ ହୋଇଛି।
୧- ଅନୁଗୁଳ ଜିଲ୍ଲାର ୬୩ ବର୍ଷ ବୟସ୍କା ମହିଳା।
୨- ବରଗଡ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୩- ବରଗଡ ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪- ବରଗଡ ଜିଲ୍ଲାର ୪୭ ବର୍ଷ ବୟସ୍କା ମହିଳା।
୫- ବରଗଡ଼ ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୬- ବରଗଡ଼ ଜିଲ୍ଲାର ୬୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୭- ଭୁବନେଶ୍ୱରର ୫୩ ବର୍ଷ ବୟସ୍କା ମହିଳା।
୮- ଭୁବନେଶ୍ୱରର ୭୬ ବର୍ଷ ବୟସ୍କା ମହିଳା।
୯- ଭୁବନେଶ୍ୱରର ୮୨ ବର୍ଷ ବୟସ୍କ ପୁରୁଷ।
୧୦- ଭୁବନେଶ୍ୱରର ୪୯ ବର୍ଷ ବୟସ୍କା ମହିଳା।
୧୧- ଭୁବନେଶ୍ୱରର ୩୧ ବର୍ଷ ବୟସ୍କା ମହିଳା।
୧୨- କଟକ ଜିଲ୍ଲାର ୩୬ ବର୍ଷ ବୟସ୍କ ପୁରୁଷ।
୧୩- କଟକ ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷ।
୧୪- କଟକ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।
୧୫- କଟକ ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।
୧୬- କଟକ ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।
୧୭- ଢେଙ୍କାନାଳ ଜିଲ୍ଲାର ୮୬ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।
୧୮- ଢେଙ୍କାନାଳ ଜିଲ୍ଲାର ୩୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୯- ଢେଙ୍କାନାଳ ଜିଲ୍ଲାର ୫୮ ବର୍ଷ ବୟସ୍କା ମହିଳା।
୨୦- ଢେଙ୍କାନାଳ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।
୨୧- ଗଞ୍ଜାମ ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହ ରୋଗରେ ପୀଡିତ ଥିଲେ।
୨୨- ଝାରସୁଗୁଡା ଜିଲ୍ଲାର ୩୮ ବର୍ଷ ବୟସ୍କା ମହିଳା।
୨୩- କନ୍ଧମାଳ ଜିଲ୍ଲାର ୩୬ ବର୍ଷ ବୟସ୍କ ପୁରୁଷ।
୨୪- କେନ୍ଦ୍ରାପଡା ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।
୨୫- ଖୋର୍ଦ୍ଧା ଜିଲ୍ଲାର ୪୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨୬- ଖୋର୍ଦ୍ଧା ଜିଲ୍ଲାର ୩୪ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୨୭- ଖୋର୍ଦ୍ଧା ଜିଲ୍ଲାର ୭୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୨୮- ଖୋର୍ଦ୍ଧା ଜିଲ୍ଲାର ୮୨ ବର୍ଷ ବୟସ୍କା ମହିଳା।
୨୯- କୋରାପୁଟ ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩୦- କୋରାପୁଟ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୩୧- କୋରାପୁଟ ଜିଲ୍ଲାର ୪୩ ବର୍ଷ ବୟସ୍କା ମହିଳା।
୩୨- ମୟୁରଭଞ୍ଜ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।
୩୩- ନୟାଗଡ଼ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।
୩୪- ନୟାଗଡ଼ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୩୫- ପୁରୀ ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୩୬- ପୁରୀ ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।
୩୭- ସମ୍ବଲପୁର ଜିଲ୍ଲାର ୪୯ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୩୮- ସମ୍ବଲପୁର ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୩୯- ସମ୍ବଲପୁର ଜିଲ୍ଲାର ୩୮ ବର୍ଷ ବୟସ୍କା ମହିଳା।
୪୦- ସୁବର୍ଣ୍ଣପୁର ଜିଲ୍ଲାର ୭୮ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।
୪୧- ସୁବର୍ଣ୍ଣପୁର ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।
୪୨- ସୁବର୍ଣ୍ଣପୁର ଜିଲ୍ଲାର ୩୫ ବର୍ଷ ବୟସ୍କା ମହିଳା।
୪୩- ସୁନ୍ଦରଗଡ ଜିଲ୍ଲାର ୫୮ ବର୍ଷ ବୟସ୍କ ପୁରୁଷ।
୪୪- ସୁନ୍ଦରଗଡ ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ।
୪୫- ସୁନ୍ଦରଗଡ ଜିଲ୍ଲାର ୫୪ ବର୍ଷ ବୟସ୍କା ମହିଳା।
ଜିଲ୍ଲାୱାରୀ ତରୋନା ତଥ୍ୟ –
ଅନୁଗୁଳ ଜିଲ୍ଲାରେ ୪୦, ୫୧୧ [+୮୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୫ [+୮୫] ଜଣ ସକ୍ରୀୟ ଅଛନ୍ତି। ୩୯, ୭୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ବାଲେଶ୍ୱର ଜିଲ୍ଲାରେ ୩୪, ୨୬୩ [+୨୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୯୩୪ [+୨୩୭] ଜଣ ସକ୍ରୀୟ ଅଛନ୍ତି। ୩୧, ୧୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ବରଗଡ ଜିଲ୍ଲାରେ ୩୦, ୨୫୦ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨୨ [+୧୭] ଜଣ ସକ୍ରୀୟ ଅଛନ୍ତି। ୨୯, ୭୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୭ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଭଦ୍ରକ ଜିଲ୍ଲାରେ ୨୨, ୯୯୭ [+୧୬୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୬୮ [+୧୬୩] ଜଣ ସକ୍ରୀୟ ଅଛନ୍ତି। ୨୧, ୩୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ବଲାଙ୍ଗୀର ଜିଲ୍ଲାରେ ୨୨, ୯୩୯ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୦ [+୭] ଜଣ ସକ୍ରୀୟ ଅଛନ୍ତି। ୨୨, ୬୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ବୌଦ୍ଧ ଜିଲ୍ଲାରେ ୧୨, ୨୬୬ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୩ [+୧୯] ଜଣ ସକ୍ରୀୟ ଅଛନ୍ତି। ୧୧, ୯୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କଟକ ଜିଲ୍ଲାରେ ୭୮, ୧୫୫ [+୪୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୩୩୧ [+୪୧୭] ଜଣ ସକ୍ରୀୟ ଅଛନ୍ତି। ୭୩, ୫୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୫ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଦେବଗଡ଼ ଜିଲ୍ଲାରେ ୬, ୦୦୬ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨ [+୫] ଜଣ ସକ୍ରୀୟ ଅଛନ୍ତି। ୫, ୯୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଢେଙ୍କାନାଳ ଜିଲ୍ଲାରେ ୧୭, ୫୭୯ [+୭୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୮ [+୭୩] ଜଣ ସକ୍ରୀୟ ଅଛନ୍ତି। ୧୬, ୭୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୨ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଗଜପତି ଜିଲ୍ଲାରେ ୯, ୨୮୭ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୭ [+୬] ଜଣ ସକ୍ରୀୟ ଅଛନ୍ତି। ୯, ୧୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଗଞ୍ଜାମ ଜିଲ୍ଲାରେ ୩୩, ୧୧୩ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୦ [+୨୦] ଜଣ ସକ୍ରୀୟ ଅଛନ୍ତି। ୩୨, ୬୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଜଗତସିଂହପୁର ଜିଲ୍ଲାରେ ୨୨, ୬୭୧ [+୧୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୯୪ [+୧୧୯] ଜଣ ସକ୍ରୀୟ ଅଛନ୍ତି। ୨୧, ୫୦୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଯାଜପୁର ଜିଲ୍ଲାରେ ୩୭, ୪୯୯ [+୨୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୩୧୮ [+୨୧୮] ଜଣ ସକ୍ରୀୟ ଅଛନ୍ତି। ୩୫, ୧୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଝାରସୁଗୁଡ଼ା ଜିଲ୍ଲାରେ ୨୩, ୩୩୦ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ [+୭] ଜଣ ସକ୍ରୀୟ ଅଛନ୍ତି। ୨୩, ୧୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କଳାହାଣ୍ଡି ଜିଲ୍ଲାରେ ୨୩, ୮୬୨ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୪ [+୨୧] ଜଣ ସକ୍ରୀୟ ଅଛନ୍ତି। ୨୩, ୪୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କନ୍ଧମାଳ ଜିଲ୍ଲାରେ ୧୦, ୭୮୮ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୧ [+୧୨] ଜଣ ସକ୍ରୀୟ ଅଛନ୍ତି। ୧୦, ୪୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କେନ୍ଦ୍ରାପଡା ଜିଲ୍ଲାରେ ୨୦, ୯୦୯ [+୭୯] ଜଣ ସଂକ୍ରମିତ ହୋଇଥିବା ବେଳେ ୯୬୫ [+୭୮] ଜଣ ସକ୍ରୀୟ ଅଛନ୍ତି। ୧୯, ୮୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
କେନ୍ଦୁଝର ଜିଲ୍ଲାରେ ୧୯, ୧୮୭ [+୭୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩୦ [+୭୫] ଜଣ ସକ୍ରୀୟ ଅଛନ୍ତି। ୧୮, ୫୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଖୋର୍ଦ୍ଧା ଜିଲ୍ଲାରେ ୧, ୩୭, ୧୧୪ [+୫୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫, ୨୭୯ [+୫୪୦] ଜଣ ସକ୍ରୀୟ ଅଛନ୍ତି। ୧, ୩୧, ୧୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୭୪ [+୯] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
କୋରାପୁଟ ଜିଲ୍ଲାରେ ୧୮, ୨୫୬ [+୫୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୫ [+୫୨] ଜଣ ସକ୍ରୀୟ ଅଛନ୍ତି। ୧୭, ୪୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୨ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ମାଲକାନଗିରି ଜିଲ୍ଲାରେ ୧୦, ୭୫୯ [+୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨୦ [+୫୯] ଜଣ ସକ୍ରୀୟ ଅଛନ୍ତି। ୧୦, ୦୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ମୟୁରଭଞ୍ଜ ଜିଲ୍ଲାରେ ୩୬, ୦୪୨ [+୧୬୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୭୭ [+୧୬୪] ଜଣ ସକ୍ରୀୟ ଅଛନ୍ତି। ୩୪, ୨୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନବରଙ୍ଗପୁର ଜିଲ୍ଲାରେ ୨୩, ୦୯୫ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୯ [+୧୯] ଜଣ ସକ୍ରୀୟ ଅଛନ୍ତି। ୨୨, ୭୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନୟାଗଡ଼ ଜିଲ୍ଲାରେ ୨୦, ୬୨୯ [+୯୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୧୦ [+୯୪] ଜଣ ସକ୍ରୀୟ ଅଛନ୍ତି। ୧୯, ୩୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୫ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନୁଆପଡା ଜିଲ୍ଲାରେ ୨୨, ୬୪୪ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୭୫ [+୮] ଜଣ ସକ୍ରୀୟ ଅଛନ୍ତି। ୨୨, ୫୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ପୁରୀ ଜିଲ୍ଲାରେ ୪୦, ୧୩୦ [+୧୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୫୧ [+୧୩୦] ଜଣ ସକ୍ରୀୟ ଅଛନ୍ତି। ୩୮, ୨୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ରାୟଗଡ଼ା ଜିଲ୍ଲାରେ ୧୯, ୧୦୦ [+୫୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୭ [+୫୩] ଜଣ ସକ୍ରୀୟ ଅଛନ୍ତି। ୧୮, ୫୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ସମ୍ବଲପୁର ଜିଲ୍ଲାରେ ୨୯, ୮୧୮ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୨ [+୧୯] ଜଣ ସକ୍ରୀୟ ଅଛନ୍ତି। ୨୯, ୪୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୭ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ସୁବର୍ଣ୍ଣପୁର ଜିଲ୍ଲାରେ ୧୨, ୭୪୮ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୬ [+୯] ଜଣ ସକ୍ରୀୟ ଅଛନ୍ତି। ୧୨, ୫୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ସୁନ୍ଦରଗଡ ଜିଲ୍ଲାରେ ୫୯, ୨୬୨ [+୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୫୮୨ [+୪୫] ଜଣ ସକ୍ରୀୟ ଅଛନ୍ତି। ୫୮, ୩୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୬୩ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ରାଜ୍ୟ ପୁଲ୍ ରେ ୨୩, ୮୧୭ [+୧୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯୦୩ [+୧୦୧] ଜଣ ସକ୍ରୀୟ ଅଛନ୍ତି। ୨୨, ୯୧୪ ଜଣ ସୁସ୍ଥ ହୋଇଛନ୍ତି।