Odiapua.com

ରାଜ୍ୟରେ ୧୧୮୦୭ ନୂଆ ଆକ୍ରାନ୍ତ ଚିହ୍ନଟ- ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ– ୧୯୨୨, ରାଜ୍ୟରେ ୨୧ ମୃତ୍ୟୁ

ଭୁବନେଶ୍ୱର ୮-୫ (ଓଡ଼ିଆ ପୁଅ) ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୮୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ସକ୍ରୀୟ ମାମଲା ୯୦୩୩୫ କୁ ବୃଦ୍ଧି ପାଇଛି। ନୂତନ ସକରାତ୍ମକ ମାମଲାଗୁଡ଼ିକ ମଧ୍ୟରେ ୬୬୧୩ ଟି କ୍ୟାରେଣ୍ଟିନ ସେଣ୍ଟରରୁ ଏବଂ ୫୧୯୪ ଟି ସ୍ଥାନୀୟ ଅଞ୍ଚଳରୁ ଅଟେ। ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୯୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା, ବେଳେ ଖୋର୍ଦ୍ଧାରୁ ୧୫୧୦ ଏବଂ କଟକରୁ ୧୦୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୧୬୧ କୁ ବୃଦ୍ଧି ହୋଇଛି।ଏହା ସହିତ ମଇ ମାସରେ ପ୍ରଥମ ସପ୍ତାହରେ ୧୦୦ ରୁ ଉର୍ଦ୍ଧ ଜୀବନ ନେଲାଣି କରୋନା ମହାମାରୀ। ଏ ପର୍ଯ୍ୟନ୍ତ ମଇ ମାସରେ ୧୦୭ ଜଣଙ୍କର ମ୍ୟତ୍ୟୁ ରିପୋର୍ଟ ହୋଇଛି। ଗତକାଲି ମଧ୍ୟ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

୧- ଅନୁଗୁଳ ଜିଲ୍ଲାରୁ ୫୬୦

୨- ବାଲେଶ୍ୱର ଜିଲ୍ଲାରୁ ୨୬୦

୩- ବରଗଡ ଜିଲ୍ଲାରୁ ୪୨୮

୪- ଭଦ୍ରକ ଜିଲ୍ଲାରୁ ୮୩

୫- ବଲାଙ୍ଗୀର ଜିଲ୍ଲାରୁ ୪୩୭

୬- ବୌଦ୍ଧ ଜିଲ୍ଲାରୁ ୧୭୮

୭- କଟକ ଜିଲ୍ଲାରୁ ୧୦୫୨

୮- ଦେବଗଡ଼ ଜିଲ୍ଲାରୁ ୧୧୫

୯- ଢେଙ୍କାନାଳ ଜିଲ୍ଲାରୁ ୧୭୭

୧୦- ଗଜପତି ଜିଲ୍ଲାରୁ ୧୦୫

୧୧- ଗଞ୍ଜାମ ଜିଲ୍ଲାରୁ ୩୪୧

୧୨- ଜଗତତ୍ସିଂହପୁର ଜିଲ୍ଲାରୁ ୧୩୪

୧୩- ଯାଜପୁରଜିଲ୍ଲାରୁ ୩୦୨

୧୪- ଝାରସୁଗୁଡ଼ା ଜିଲ୍ଲାରୁ ୪୨୧

୧୫- କଳାହାଣ୍ଡି ଜିଲ୍ଲାରୁ ୪୦୨

୧୬- କନ୍ଧମାଳ ଜିଲ୍ଲାରୁ ୯୨

୧୭- କେନ୍ଦ୍ରାପଡାଜିଲ୍ଲାରୁ ୧୪୫

୧୮- କେନ୍ଦୁଝର ଜିଲ୍ଲାରୁ ୨୩୧

୧୯- ଖୋର୍ଧା ଜିଲ୍ଲାରୁ ୧୫୧୦

୨୦- କୋରାପୁଟ ଜିଲ୍ଲାରୁ ୧୨୨

୨୧- ମାଲକାନଗିରି ଜିଲ୍ଲାରୁ ୭୦

୨୨- ମୟୂରଭଞ୍ଜ ଜିଲ୍ଲାରୁ ୧୭୫

୨୩- ନୱାରଙ୍ଗପୁରଜିଲ୍ଲାରୁ ୪୧୯

୨୪- ନୟାଗଡ଼ ଜିଲ୍ଲାରୁ ୨୦୪

୨୫- ନୁଆପଡା ଜିଲ୍ଲାରୁ ୨୮୬

୨୬- ପୁରୀ ଜିଲ୍ଲାରୁ ୪୫୪

୨୭- ରାୟଗଡା ଜିଲ୍ଲାରୁ ୧୩୮

୨୮- ସମ୍ବଲପୁର ଜିଲ୍ଲାରୁ ୫୩୩

୨୯- ସୋନପୁର ଜିଲ୍ଲାରୁ ୨୧୦

୩୦- ସୁନ୍ଦରଗଡ ଜିଲ୍ଲାରୁ ୧୯୨୨

୩୧- ରାଜ୍ୟ ପୁଲ୍‌ରୁ ୩୦୧

– ଗତ ୨୪ ଘଣ୍ଟାରେ ୫୦୮୬୪ ଟେଷ୍ଟ ହୋଇଛି।

ମୋଟ ଟେଷ୍ଟ ହୋଇଛି : ୧୦୪୬୯୦୮୧

ମୋଟ ପଜିଟିଭ୍ : ୫୨୪୨୦୭

ମୋଟ ଆରୋଗ୍ୟ ହେଲେଣି : ୪୩୧୬୫୮

ମୋଟ ମୃତ୍ୟୁ ସଂଖ୍ୟା : ୨୧୬୧

ସକ୍ରିୟ ମାମଲା: ୯୦୩୩୫