Odiapua.com

ରାଜ୍ୟରେ ୮୯୧୪ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮

ଭୁବନେଶ୍ୱର ୩-୫ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୯୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୧୨୫୮ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୮୭, ସୁନ୍ଦରଗଡରୁ ୫୯୨, ପୁରୀରୁ ୫୩୦, ସମ୍ବଲପୁରରୁ ୫୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସୁନ୍ଦରଗଡ, ସମ୍ବଲପୁର, କଟକ, ପୁରୀରେ ସଂଖ୍ୟା ୫୦୦ ଉପରେ ଥିବା ବେଳେ ୨୭ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମଣ ସଂଖ୍ୟା। ସେହିପରି ବରଗଡ଼ରୁ ୪୫୨, ନବରଙ୍ଗପୁରରୁ ୪୩୩ ଚିହ୍ନଟ ହୋଇଛନ୍ତି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

୧- ଅନୁଗୁଳ : ୩୩୧
୨- ବାଲେଶ୍ୱର: ୧୭୯
୩- ବରଗଡ: ୪୫୨
୪- ଭଦ୍ରକ: ୩୫୧
୫- ବଲାଙ୍ଗୀର: ୨୯୧
୬- ବୌଦ୍ଧ: ୧୭୫
୭- କଟକ: ୫୮୭
୮- ଦେବଗଡ଼ : ୧୦୩
୯- ଢେଙ୍କାନାଳ: ୧୪୯
୧୦- ଗଜପତି: ୧୬୫
୧୧- ଗଞ୍ଜାମ: ୨୬୨
୧୨- ଜଗତସିଂହପୁର: ୧୦୯
୧୩- ଯାଜପୁର: ୨୩୨
୧୪- ଝାରସୁଗୁଡା: ୩୦୪
୧୫- କଳାହାଣ୍ଡି: ୨୩୬
୧୬- କନ୍ଧମାଳ: ୬୨
୧୭- କେନ୍ଦ୍ରାପଡା: ୧୩୨
୧୮- କେନ୍ଦୁଝର : ୧୦୪
୧୯- ଖୋଦ୍ଧା: ୧୨୫୮
୨୦- କୋରାପୁଟ: ୧୪୫
୨୧- ମାଲକାନଗିରି: ୭୩
୨୨- ମୟୂରଭଞ୍ଜ: ୧୩୪
୨୩- ନବରଙ୍ଗପୁର: ୪୩୩
୨୪- ନୟାଗଡ଼: ୧୯୪
୨୫- ନୁଆପଡା: ୨୭୮
୨୬- ପୁରୀ: ୫୩୦
୨୭- ରାୟଗଡା: ୧୫୭
୨୮- ସମ୍ବଲପୁର: ୫୨୦
୨୯- ସୋନପୁର: ୧୨୧
୩୦- ସୁନ୍ଦରଗଡ: ୫୯୨
୩୧- ରାଜ୍ୟ ପୁଲ୍: ୨୫୫